ନଳକୂପ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ବୌଦ୍ଧ, ୪/୨ - ବୌଦ୍ଧବ୍ଲକ୍ ଶଗଡା ଗ୍ରାମ ପଞ୍ଚାୟତ ଝାଙ୍କରପଡା ଗ୍ରାମରେ ନୂତନ ନଳକୂପ ଖନନ ପାଇଁ ଦାବୀ ଜଣାଇ ଆଜି ଗ୍ରାମବାସୀ ବୌଦ୍ଧସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଝାଙ୍କରପଡା!-->…
Read More...
Read More...