ଭୀମ ପାହାଡ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୌଦ୍ଧ,୨୯/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ମଥୁରା ଗ୍ରାମ ପଞ୍ଚାୟତ କେଳାକଟା ଗ୍ରାମରେ ଚାଲିଥିବା ଭୀମ ପାହାଡ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଉଦଯାପନୀ ମ୍ୟାଚରେ ମେହେର ସ୍ପୋର୍ଟିଂ ଓ ଏମ.ସି.ସି. ଷ୍ଟ୍ରମ୍‌ ମଧ୍ୟରେ ମୁହାମୁହିଁ ହୋଇଥିଲେ ତିନି ଫର୍ମାଟ
Read More...

କୃଷକଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବି.ଜେ.ପି.

ବୌଦ୍ଧ,୨୯/୧- - ଖରିଫ ଧାନ ବିକ୍ରୟ ବେଳେ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ବୌଦ୍ଧଜିଲ୍ଲା ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଘେରାଉ କରିଥିଲା । ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ଜାନୁଆରୀ ମାସରୁ ମଣ୍ଡି ବନ୍ଦ ହେବା ଅବସ୍ଥାକୁ ଚାଲିଆସିଛି ।
Read More...

ମୋଟର ଚାଳକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ବାଲିଗୁଡ଼ା ,୨୯/୧: କନ୍ଧମାଳ ଜିଲ୍ଲା କୋଟଗଡ଼ ମଟର ଚାଳକ ସଙ୍ଘ ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକାଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ନାୟକ ସଭାପତିତ୍ବ କରି ସଙ୍ଘର ନିଷ୍ପତି ଅନୁଯାୟୀ ଏକ ସଙ୍ଘ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଯୋଗାଇଦେବା ପାଇଁ 2018ରେ ଏକ
Read More...

ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା, 5 ଗୁରୁତର

ବୌଦ୍ଧ,୨୯/୧ - ଜାତୀୟ ରାଜପଥ ନମ୍ବର 57ର ମନମୁଣ୍ଡା ଥାନା ମସିଣାପଡା ମେହେରୁଣୀ ନାଳ ନିକଟରେ ଡ଼ଲଫିନ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର 3 ଘଣ୍ଟା ସମୟରେ କଟକରୁ ରାୟପୁର ଯାଉଥିବା ଘରୋଇ ବସ୍ ଡଲଫିନ୍ ଓଡ଼ି 05 ଏ. ଏଲ. 7165 ମସିଣା ପଡା
Read More...

ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବଲାଙ୍ଗୀର ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ

ବଲାଙ୍ଗୀର,୨୮/୦୧: ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ଆଜି ବଲାଙ୍ଗୀର ଷ୍ଟେସନରେ ଏକ ପୂର୍ଣ୍ଣ ମାପର ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଥିଲା । ଏହି ଅଭ୍ୟାସ ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନଡିଆରଏଫ), ଓଡିଶା ବିପର୍ଯ୍ୟୟ ରାପିଡ୍‌ ଆକ୍ସନ ଫୋର୍ସ,
Read More...

ଡ଼ମ୍ଫର୍ ଧକ୍କାରେ ୪ ଗୋରୁ ମୃତ, ୨ ଗୋରୁ ସମେତ ୩ ଶଗଡିଆ ଆହତ

ପାଟଣାଗଡ,୨୮/୧: ବଲାଙ୍ଗିର ଜିଲ୍ଳା ପାଟଣାଗଡ ଭଇଁଷା କଲେଜ୍ ଛକ ଠାରେ ଆଜି ଭୋର ରେ ଭଇଁଷା ଗାଁ ରୁ ଧବଳ ପଡା କୁ ପାଳ ଆଣିବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ଡ଼ମ୍ଫର୍ ଓ ଡି ୦୩ ଜି ୪୭୯୯ ପିଟି ଥିଲା ଫଳରେ ଘଟଣା ସ୍ଥଳରେ ୪ଗୋରୁ ମୃତ ହୋଇଥିବା ବେଳେ ୨ ଗୋରୁ ଆହତ ହୋଇଛନ୍ତି।ଓ ୩ ଜଣ
Read More...

ଚାଷୀଙ୍କ ବିଭିନ୍ନ ଦାବି ନେଇ ଭୁବନେଶ୍ଵର ଯାଉଥିବା 60 ଯୁବକଙ୍କୁ ସ୍ବାଗତ

ବୌଦ୍ଧ,୨୮/୧ - ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଭେଟିବାକୁ ସାଇକେଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳରୁ ବାହାରିଥିବା ଯୁବକ ମାନଙ୍କୁ ଆଜି ଜନ ଅଧିକାର ସୁରକ୍ଷା ମଞ୍ଚ ବୌଦ୍ଧ ପକ୍ଷରୁ ସ୍ବାଗତ କରାଯାଇଥିଲା l ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଓ
Read More...

ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମର ଗୋଷ୍ଠୀ କେନ୍ଦ୍ର ପରିସରରେ ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମର ସୁଯୋଗ୍ୟ ସନ୍ତାନ ତଥା ସିଆର୍‌ପିଏଫ୍
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, 4 ଯାତ୍ରୀ ଆହତ

ବୌଦ୍ଧ,୨୮/୧ - ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଲାଣ୍ଡିବନ୍ଧ ନିକଟ ଭରତ ଢାବା ପାଖରେ ଏକ ଜାଏଲୋ କାର୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଅଞ୍ଚଳର ଚାରି ଜଣ ବ୍ୟକ୍ତି ଏକ
Read More...

ହାଇୱା ପଛରେ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବୌଦ୍ଧ,୨୮/୧ - ଆଜି ଭୋର ସମୟରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା 57 ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ହାଇୱା ପଛକୁ ଧକ୍କା ଦେଇ ଗୋଟିଏ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୁଚନା ଅନୁଯାୟୀ ଆଜି ଭୋର ସମୟରେ ମାଲକାନଗିରି ଠାରୁ ଭୁବନେଶ୍ବର
Read More...