ଫେବ୍ରୁଆରୀରେ ଚାଷୀ ମଣ୍ଡିରେ ଧାନ ବିକି ପାରିବେ ତ !

ବୌଦ୍ଧ,୨୫/୧ - ବୌଦ୍ଧ ଜିଲ୍ଲାରେ ଚଳିତ ଖରିଫ 2020 -21 ରେ ଟୋକନ ପାଇଥିବା ଚାଷୀ ମାନେ ତାଙ୍କର ଧାନ ମଣ୍ଡିରେ ସର୍ବନିମ୍ନ ସହାୟକ ଦରରେ ବିକି ପାରିବା ନେଇ ସନ୍ଦେହ ଦେଖା ଦେଇଛି l ପ୍ରଥମ ପର୍ଯ୍ୟାୟରେ ଆସିଥିବା 10 ଲକ୍ଷ କ୍ବିଣ୍ଟାଲ୍ ଧାନ ଜାନୁଆରୀ ତୃତୀୟ ସପ୍ତାହ ମଧ୍ୟରେ 42 ଗୋଟି ପେକ୍ସ
Read More...

ଜିଲ୍ଲାସ୍ତରୀୟ 11 ତମ ଜାତୀୟ ଭୋଟର ଦିବସ ପାଳିତ

ବୌଦ୍ଧ,୨୫/୧- ଆଜି ବୌଦ୍ଧ ଟାଉନ୍ ହଲ୍ ଠାରେ ଜିଲ୍ଲାସ୍ତରୀୟ 11 ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି | ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ | ସମ୍ମାନୀତ
Read More...

ବାଲି ଚାଲାଣବେଳେ ୨ ଟ୍ରାକ୍ଟର ଜବତ, ଜୋରିମାନା ଆଦାୟ

ବୌଦ୍ଧ/ବାଉଁଶୁଣୀ,୨୫/୧- ବୌଦ୍ଧ ବ୍ଲକ ବାଉଁଶୁଣୀ ରାଜସ୍ବ ସର୍କଲ ଅନ୍ତର୍ଗତ ବାଉଁଶୁଣୀ ମହାନଦୀ ଘାଟରୁ ଓ ଡମ୍ବରଗାଡ ଘାଟରୁ ପ୍ରତେକ ଦିନ ଶହ ଶହ ଟ୍ରିପ ବାଲି ଟ୍ରାକ୍ଟର ସାହାଯ୍ୟରେ ଚୋରା ଚାଲାଣ ହୋଉଛି ।ଏହା ଖବର ପାଇ ଆଜି ୨ ଗୋଟି ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରି ୨୦ ହଜାର ଟଙ୍କା
Read More...

ରାସ୍ତା କଡରେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ମହିଳା ଉଦ୍ଧାର

ବୌଦ୍ଧ,୨୪/୧ - ଆଜି ଅପରାହ୍ନ ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ସହର ମହିଳା କଲେଜ ନିକଟରେ ରାସ୍ତା କଡରେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ଜଣେ ମହିଳାଙ୍କୁ ସ୍ୱେଚ୍ଛାସେବୀମାନେ ଉଦ୍ଧାରକରି ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ କନ୍ୟା କିରଣ ଦିବସ ପାଳିତ

ବୌଦ୍ଧ,୨୪/୧- ଆଜି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ କନ୍ୟା କିରଣ ଦିବସ କିଟ ଓ କିସ୍‌ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛିା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ବର୍ତ୍ତମାନର କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ୨୦୧୬ ମସିହାରୁ ଜାନୁଆରୀ ୨୪ ତାରିଖକୁ କନ୍ୟା କିରଣ ଦିବସ
Read More...

ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ପାରଳାଖେମୁଣ୍ଡି,୨୪/୧- ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ କେରାଣ୍ଡି ପଞ୍ଚାୟତସ୍ଥିତ ବ୍ରାହ୍ମଣ ସୀତାପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଖୀ ୱାନ ଷ୍ଟପକେନ୍ଦ୍ର ଏବଂ ଜିଲ୍ଲା ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି ।
Read More...

ଜନ ଅଧିକାର ସୁରକ୍ଷା ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ

ବୌଦ୍ଧ,୨୪/୧ - ଜନ ଅଧିକାର ସୁରକ୍ଷା ମଞ୍ଚ, ବୌଦ୍ଧର ସାଧାରଣ ବୈଠକ ଆଜି ଗିରାସିଙ୍ଗାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି | ମଞ୍ଚର ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠରେ ଉପଦେଷ୍ଟା ବରିଷ୍ଠ ଓକିଲ ଶ୍ରୀନିବାସ ସାହୁ,
Read More...

ମୋବାଇଲ ଚୋରୀ ଘଟଣା :୩ ଅଭିଯୁକ୍ତ ଗିରଫ

ବୌଦ୍ଧ/ବାଉଁଶୁଣୀ,୨୪/୧-ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ଗୁନ୍ଦୁଳିଆ ରୋଡ୍ ରେ ଥିବା ବର୍ଷା ନାମକ ଏକ ମୋବାଇଲ ଦୋକାନ ରୁ ଗତ ୫ ତାରିଖ ରାତିରେ ଦୋକାନ ରୁ ଚୋରି ହୋଇଥିବା ଖବର ପାଇ ଦୋକାନ ମାଲିକ (ବିଶିକେଶନ ପ୍ରଧାନ) ୬ ତାରିଖ ଦିନ ବାଉଁଶୁଣୀ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଦୋକାନ ର
Read More...

ରାଜ୍ୟରେ ପୁଣି ୧୫୦ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା
Read More...

ଭତ୍ତା ଓ ଚାଉଳ ପାଇବାରୁ ବଞ୍ଚିତ ବୃଦ୍ଧା

ବୌଦ୍ଧ/ବାଉଁଶୁଣୀ,୨୪/୧- ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତ କମ୍ପରା ଗ୍ରାମର ଅଇଁଠୁ ଉର୍ମାଙ୍କ ସ୍ତ୍ରୀ ଜାହ୍ନବୀ ଉର୍ମା ଆଜିପର୍ଯ୍ୟନ୍ତ ଚାଉଳ ଏବଂ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଭାରତ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିନ କରିବାକୁ ଯାଉଥିବାବେଳେ ତଥା ଭାରତର
Read More...