ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ ହେଲା କୋଭିଡ-୧୯଼ ଟିକାକରଣ
ବୌଦ୍ଧ,୧୬/୦୧- ଆଜି ବୌଦ୍ଧସହରର କୋଭିଡ ସେଣ୍ଟରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଫିତାକାଟି କୋଭିଡ-୧୯ ଟିକାକୁ ଶୁଭାରମ୍ଭ କରିଛନ୍ତି । ବୌଦ୍ଧ ଜିଲ୍ଲାରେ ତିନୋଟି ସେଣ୍ଟର ଯଥା ବୌଦ୍ଧ କୋଭିଡ ହସପିଟାଲ, ବାଉଁଶୁଣୀ ସିଏଚସି ଓ ମନମୁଣ୍ଡା ସିଏଚସିରେ ଆଜି ୧୦୦ଜଣ ଲେଖାଏଁ ସଫେଇ କର୍ମଚାରୀ,!-->…
Read More...
Read More...