ଆସନ୍ତା 30 ରେ ଖୋଲିବ ହରଭଙ୍ଗା ବିଚାର ବିଭାଗର ଅଦାଲତ
ବୌଦ୍ଧ,୧୪/୧ - ବହୁ ଦିନ ଧରି ଝୁଲି ରହିଥିବା ହରଭଙ୍ଗା ସିଭିଲ୍ ଜଜ୍ (ଜୁନିଅର ଡିଭିଜନ) - ତଥା - ଜେ. ଏମ.ଏଫ.ସି. ଅଦାଲତ ଆସନ୍ତା ଜାନୁଆରି 30 ତାରିଖରେ ଚାରିଛକ ଠାରେ ଉଦଘାଟନ କରିବାକୁ ଉଚ୍ଚ ମାନ୍ୟବର ନ୍ୟାୟାଳୟ ତାରିଖ ଘୋଷଣା କରିଛନ୍ତି | ଏ ସମ୍ପର୍କରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର!-->!-->!-->…
Read More...
Read More...