ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦରେ ଏବଂ ସଂସ୍କୃତି ବିଭାଗରେ ଗଜପତି ଜିଲ୍ଲାକୁ ଉପେକ୍ଷିତ- ପାରଳା ବିଧାୟକ
ପାରଳାଖେମୁଣ୍ଡି,୮/୧- ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂତନ ପରିଷଦ ଗଠନ ହୋଇଛି । ଏହି ପରିଷଦ ଆଗାମୀ ତିନିବର୍ଷ ପାଇଁ ଗଠନ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଅନୁଷ୍ଠାନରୁ ୩୨ ଜଣ ଚୟନ ହୋଇଥିବା ଜଣାପଡିଛି, ତେବେ!-->…
Read More...
Read More...