ପଞ୍ଚରା ବ୍ରାମ୍ହଣ ସମାଜ ପକ୍ଷରୁ ଅନନ୍ତମୁଖୀ ଭାଗବତ ପାରାୟଣ
ବୌଦ୍ଧ/ବାଉଁଶୁଣୀ,୧୦/୧ - ବୌଦ୍ଧ ବ୍ଲକ୍ କସୁରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଙ୍ଘପାଲି ଗ୍ରାମର ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ପଞ୍ଚରା ବ୍ରାମ୍ହଣ ସମାଜ ପକ୍ଷରୁ ଅନନ୍ତମୁଖୀ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି | ପଞ୍ଚରା ବ୍ରାମ୍ହଣ ସମାଜର ସଭାପତି!-->…
Read More...
Read More...