ବୌଦ୍ଧ : କଂଗ୍ରେସ ଆଇନ୍ ବିଭାଗର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମିଶ୍ର

ବୌଦ୍ଧ,୫/୧୨ - ବୌଦ୍ଧ ଜିଲ୍ଲା କଂଗ୍ରେସର ଆଇନ୍ ବିଭାଗର ଅଧ୍ୟକ୍ଷ ଭାବରେ ବରିଷ୍ଠ ଆଇନଜୀବି ବିଶ୍ୱଜିତ ମିଶ୍ର ମନୋନୀତ ହୋଇଥିବା ଜଣା ପଡିଛି l ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ କର ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ଦେଇଥିବା ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି
Read More...

ଭିଜିଲାନ୍ସ ଜାଲରେ ମୁରିବାହାଲ ବନବିଭାଗ ରେଞ୍ଜର

ଟିଟଲାଗଡ,୪/୧୨ – ସାରାରାଜ୍ୟରେ ବିନବିଭାଗ ଅଧିକାରୀଙ୍କ ଦୁର୍ନୀତି ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଟିଟିଲାଗଡ ହାଟପଦାରେ ରହୁଥିବା ମୁରିବାହାଲର ବନବିଭାଗ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢଉ କରାଯାଇଛି । ଗତକାଲି ଏକକାଳୀନ ଟିଟିଲାଗଡ ହାଟପଦା ବାସଗୃହ ମୁରିବାହାଲ ରେଞ୍ଜ
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଆରୋହୀ ଗୁରୁତର

ବୌଦ୍ଧ,୪/୧୨ - ଆଜି ଅପରାହ୍ନ ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଲଇଗାଁ ଛକ ନିକଟରେ ଗୋଟିଏ ଆପାଚି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ସମୟରେ
Read More...

ଇଂ.ସଞ୍ଜୟ ପଣ୍ଡା ପ୍ରକୃତି ବନ୍ଧୁ ପୁରସ୍କାରରେ ହେଲେ ସମ୍ମାନୀତ

ବୌଦ୍ଧ,୪/୧୨ - ବରିଷ୍ଠ ସାହିତ୍ୟିକ ତଥା ନୀଳଚକ୍ର ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂ. ସଞ୍ଜୟ କୁମାର ପଣ୍ଡା ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଓ ଜିଲ୍ଲାପାଳ
Read More...

ଅବକାରୀ ବିଭାଗ ପକ୍ଷରୁ ଆଜି ପୁଣି ଗଞ୍ଜେଇ ଗଛକଟା ଅଭିଯାନ ୧ଲକ୍ଷ ୫୬ହଜାର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ,୪/୧୨- ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଆଜି ପୁଣି ଗଞ୍ଜେଇ ଗଛକଟା ଅଭିଯାନ କରାଯାଇଥିଲା । ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଗୋଚ୍ଛାପଡା ପଂଚାୟତର ଦୁମଦୁମା ଗ୍ରାମ
Read More...

ବୌଦ୍ଧ : 2712 ଜଣ କରୋନା ଆକ୍ରାନ୍ତ ସୁସ୍ଥ,19 ଜଣ ଚିକିତ୍ସlଧୀନ

ବୌଦ୍ଧ,୪/୧୨- ଆଜି ଜିଲ୍ଲାରେ ନୂତନ ଭାବରେ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ସୁଦ୍ଧା ଜିଲ୍ଲାରେ ମୋଟ୍ 2742 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି l ସେହିପରି ତନ୍ମଧ୍ୟରୁ 2712 ଜଣ ସୁସ୍ଥ ହୋଇ ସାରିଛନ୍ତି ଓ
Read More...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପ୍ରକଳ୍ପର ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ

ବାଲିଗୁଡା/ଦାରିଙ୍ଗବାଡ଼ି ୪/୧୨ , : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦିନିକିଆ ଦାରିଙ୍ଗବାଡ଼ି ଗସ୍ତ କରି ଏଠାରେ ହେବାକୁ ଥିବା ଇକୋ ରିଟ୍ରିଟ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଇକୋ ରିଟ୍ରିଟ୍ ପରିସର,କଟେଜ୍,କ୍ୟାଣ୍ଟିନ୍,ଡାଇନିଂ ହଲ୍ ଆଦି ବୁଲି ଦେଖିବା ସହ
Read More...

ସାତକୋଶିଆ ଗଣ୍ଡକୁ ବିଦେଶୀ ପକ୍ଷୀଙ୍କ ଆଗମନ

ହରଭଙ୍ଗା: ଅଧିକ ଶୀତ ଓ ଖାଦ୍ୟଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଭାରତକୁ ଆସି ବିଦେଶୀ ପକ୍ଷୀମାନେ ମହାନଦୀ ବନ୍ୟାରାଣୀ ଅଧଇନରେ ଥିବା ହରଭଙ୍ଗା ମହାନଦୀର ସାତକୋଶିଆ ଗଣ୍ଡ ଓ ପଦ୍ମାତୋଳା ଅଭୟାରଣ୍ୟକୁ ଚାଲିଆସନ୍ତି
Read More...

ପୁଣି ରାଜ୍ୟରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ

ଭୁବନେଶ୍ୱର ୪ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୦୦୧୭ରେ ପହଞ୍ଚିଛି ।
Read More...

ବୋନସ ହଡପ ଘଟଣା, ଚାକିରୀ ହରାଇଲେ ହରଭଙ୍ଗା ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ

ବୌଦ୍ଧ,୪/୧୨- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କ ବୋନସ ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଜମାଖାତାକୁ ପଠାଇ ହଡପ କରିଥିବା ଅଭିଯୋଗରେ ହରଭଙ୍ଗା ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଭାସ୍କର ବାରିକଙ୍କୁ ମହଙ୍ଗା ପଡିଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ତାଙ୍କର
Read More...