ବନ୍ଧାପଥର ପି.ପି.ସି.ରେ ଧାନକ୍ରୟର ଶୁଭାରମ୍ଭ

ବୌଦ୍ଧ,୨୧/୧୨ - ହରଭଙ୍ଗା ବ୍ଲକ ବନ୍ଧାପଥର ଠାରେ ଖରିଫ ଧାନ କ୍ରୟ ପାଇଁ ଆଜି ମଣ୍ଡିର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି । ବନ୍ଧାପଥର ଗ୍ରାମ ପଞ୍ଚାୟତର ସରପଞ୍ଚ ରମାକାନ୍ତ ପ୍ରଧାନ ପୂଜାର୍ଚ୍ଚନା ପରେ ମଣ୍ଡିକୁ ଉଦଘାଟନ କରିଥିଲେ । ଏ ଅବସରରେ ସରସରା ସେବା ସମବାୟ ସମିତିର ସମ୍ପାଦକ ପ୍ରିୟ
Read More...

ସ୍ୱେଚ୍ଛାସେବୀ ମାନଙ୍କ ଦ୍ବାରା ସ୍ୱଚ୍ଛ ଭାରତ ଅଭିଯାନ

ବୌଦ୍ଧ,୨୧/୧୨ - କଣ୍ଟାମାଳ ବ୍ଲକ ଯୋଗିନ୍ଦ୍ର ପୁର ଗ୍ରାମ ହରିଜନ ପଡାର ରାସ୍ତା ଘାଟ ଓ ନଳକୂପ ଆଦିକୁ ସ୍ୱେଚ୍ଛାସେବୀ ମାନେ ସଫା ସୁତରା କରିବା ସହ ସ୍ବଚ୍ଛ ଭାରତର ବାର୍ତ୍ତା ଦେଇଛନ୍ତି l ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗ୍ରାମର ଜୟ ବଜରଙ୍ଗବାଲି କ୍ଲବର ସ୍ୱେଚ୍ଛାସେବୀ ମାନେ ସଭାପତି
Read More...

ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ

ବାଲିଗୁଡ଼ା,୨୧/୧୨: ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା । ଚଳିତବର୍ଷ ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ଥିବା ଜଣାପଡ଼ିଛି । ଧିରେଧିରେ ପାରଦ ଖସିବା ସହ ଶୀତର ପ୍ରକୋପ ମଧ୍ୟ
Read More...

ଓ.ଟି.ଇ.ଟି. ଜାଲିଆତି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ କେବେ ?

ବୌଦ୍ଧ,୨୧/୧୨ - ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୮୯ ଜଣ ଗଣ ଶିକ୍ଷକ ନିୟମିତ ହେବା ପାଇଁ ସମସ୍ତ ମାନଦଣ୍ଡ ପୁରଣ କରିଥିବା ଦାବୀକରି ଆବେଦନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ କାଗଜ ପତ୍ର ଯାଞ୍ଚ କରାଯାଇଛି ଓ ସେଥି ମଧ୍ୟରୁ ୪୯ ଜଣଙ୍କ ଓ.ଟି.ଇ.ଟି. ପାସ୍‌
Read More...

ବୌଦ୍ଧ : ପୁଣି ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୦/୧୨ - ଗତ ଦୁଇ ଦିନ ଧରି ଜିଲ୍ଲାରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ଆଜି ପୁଣି ଜିଲ୍ଲାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ୨୭୬୧
Read More...

ଖଳାରେ ନିଆଁଲାଗି ବହୁ ପରିମାଣର ଧାନ ଶସ୍ୟ ଭସ୍ମୀଭୂତ

ବୌଦ୍ଧ,୨୦/୧୨ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରେ ଗୋଟିଏ ସାମୁହିକ ଖଳାରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୪ ଜଣ ଚାଷୀଙ୍କ ଛୋଟ ବଡ ପ୍ରାୟ ୧୪ ଗୋଟି ଧାନ ଖରୀ ପୋଡି ଯାଇଥିବା ଜଣାପଡିଛି । ଗାଆଁ ଠାରୁ ପ୍ରାୟ
Read More...

ହରଭଙ୍ଗା : ପୁଣି ଲେଉଟିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ

ହରଭଙ୍ଗା: କିଛି ଦିନ ବ୍ୟବଧାନ ପରେ ପୂର୍ବ ଆକଳନ ଅନୁଯାୟୀ ଗତକାଲିଠାରୁ ସମଗ୍ର ହରଭଙ୍ଗା ଅଂଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ହଠାତ୍ ଗତକାଲିଠାରୁ ଶୀତ ବଢିବା ସହ ଘନ କୁହୁଡି ର ଆସ୍ତରଣ ଯୁଆଡେ ଦେଖିଲେ କୁହୁଡି ହିଁ କୁହୁଡି । ଭୋଟ ୪ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଚାରିଆଡେ କୁହୁଡି
Read More...

ଟିଟଲାଗଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟଲାଗଡ,୧୯/୧୨- ଆଜି ଟିଟଲାଗଡ ବିଧାୟିକା ତଥା ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଉପ-ଜିଲ୍ଲାପାଳଙ୍କ ସହ ଟିଟଲାଗଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ତଥା ନିର୍ମାଣଧୀନ ଫ୍ଲାଏଓଭର ବ୍ରିଜ, ମହାରାଜା ସାଗର ଏବଂ ଦେଓବନ୍ଧର
Read More...

ନବମ ସାହେବ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ/ଜନ୍ହାପଙ୍କ,୧୯/୧୨: ବୌଦ୍ଧ ବ୍ଳକ ତେଲିବନ୍ଧ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପଡ଼ିଆରେ ମା ନାରାୟଣୀ ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ନବମ ସାହେବ ମେମୋରିଆଲ ଭଳିବଲ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି।ଏହାକୁ ତେଲିବନ୍ଧ ସରପଞ୍ଚ ପ୍ରତିନିଧି ସୁଜିତ ପ୍ରଧାନ ମୁଖ୍ୟ ଅତିଥି ଭାବେ
Read More...

ଆମ୍ବଝରୀ ମଣ୍ଡିରେ ଧାନ କ୍ରୟର ହେଲା ଶୁଭାରମ୍ଭ

ବୌଦ୍ଧ,୧୯/୧୨ - ବୌଦ୍ଧ ବ୍ଲକ୍ ଆମ୍ବଝରୀ ସେବା ସମବାୟ ସମିତି ତରଫରୁ ଆଜି ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ହୋଇଛି | ଉକ୍ତ ଧାନ କ୍ରୟ କେନ୍ଦ୍ରକୁ ଆମ୍ବଝରୀ ସେବା ସମବାୟ ସମିତିର ସମ୍ପାଦକ ଅଶୋକ ବସ୍ତିଆଙ୍କ ସମେତ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଓ ଚାଷୀ ମାନଙ୍କ ଉପସ୍ଥିତିରେ
Read More...