ପାଚେରୀରେ ବାଡେଇ ହୋଇ କାର୍ ଦୁର୍ଘଟଣାଗ୍ରସ୍ତ
ବୌଦ୍ଧ,୧୭/୧୨ - ଜାତୀୟ ରାଜପଥ ନମ୍ବର 57ର ମନମୁଣ୍ଡା ନିକଟ ବାସୁଦେବ ପାଲି ନିକଟରେ ଆଜି ଅପରାନ୍ହ ପ୍ରାୟ 1 ଘଣ୍ଟା ସମୟରେ ଗୋଟିଏ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ 1 ଘଣ୍ଟା ସମୟରେ ବୌଦ୍ଧ ପଟରୁ ସୋନପୁର!-->…
Read More...
Read More...