କଲଭର୍ଟ ନିର୍ମାଣ କାମ ସରିବ କେବେ?

ପାରଳାଖେମୁଣ୍ଡି,୧୬/୧୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ସ୍ଥାନ ରାଜଦାଣ୍ଡର ଚାରିଛକ ଭାବେ ପରିଚିତ ଚାନ୍ଦିନୀ ରେଷ୍ଟରେନ ସମ୍ମୁଖରେ ପୌର ପରିଷଦ ପକ୍ଷରୁ ଚାଲିଥିବା କାମ ତ୍ୱରାନ୍ୱିତ ହେଉନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି କାମ
Read More...

ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ

କଣ୍ଟାବାଞ୍ଜି ,୧୬/୧୨- କଣ୍ଟାବାଞ୍ଜି ଭଜନ ଚୌକ ସ୍ଥିତ ଡେଲି ମାର୍କେଟରେ ଜଣେ ପନିପରିବା ବ୍ୟବସାୟୀ ଜଗବନ୍ଧୁ ବେହେରା (୩୫) ଙ୍କୁ ଧାରୁଆ ଅସ୍ତ୍ରରେ ଦୁବୃତ୍ତମାନେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ହାତ ଜଙ୍ଘ ଓ ପେଟରେ ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ
Read More...

ଅବ୍ୟବସ୍ଥା ଘେରରେ ନବନିର୍ମିତ ଡି.ଆଈ.ଇ.ଟି. କ୍ୟାମ୍ପସ

ବୌଦ୍ଧ,୧୬/୧୨ - ବୌଦ୍ଧ ରାଜବାଟୀ ସମ୍ମୁଖରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଈ.ଇ.ଟି) ହରଭଙ୍ଗା ବ୍ଲକ ରାଧାନଗର୍‌ ଗ୍ରାମ ପଞ୍ଚାୟତ ଲାଣ୍ଡିବନ୍ଧ ନିକଟ ନୂତନ କୋଠାକୁ ଉଠିଆସିବା ପରେ ଅନେକ ଅବ୍ୟବସ୍ଥା ଘେରରେ ରହିଛି । ପ୍ରତିଷ୍ଠାନର ପାଚେରୀ ଏ ଯାଏଁ ନିର୍ମାଣ
Read More...

ବୌଦ୍ଧ: ବାଉଁଶୁଣୀ ଗ୍ରାମରୁ ଜଣେମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୬/୧୨ - ଦୁଇ ଦିନ ହେଲା ଜିଲ୍ଲାରୁ ଜଣେ ମଧ୍ୟ ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ଆଜି ପୁଣି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ୨୭୫୬ ଜଣ
Read More...

ଗୋଠ ସାହି ପଡିଆରେ ଶୁଭାରମ୍ଭ ହେଲା ସରସରା ଧାନ ମଣ୍ଡି

ବୌଦ୍ଧ,୧୬/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ସେବା ସମବାୟ ସମିତି ତରଫରୁ ଆଜି ଗୋଠ ସାହି ପଡିଆରେ ଖରିଫ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଇଛି । ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଧାନ ମଣ୍ଡିକୁ ନଡିଆ ବାଡେଇ ଶୁଭାରମ୍ଭ କରିଥିଲେ । ସରସରା ସମିତିର
Read More...

ରାଜ୍ୟରେ କମିବା ପରେ ପୁଣି ବଢିଲା ଆକ୍ରାନ୍ତ ସଂଖ୍ୟା : ୨୪ ଘଣ୍ଟାରେ ୪୦୭ ନୂଆ ପଜିଟିଭ ଚିହ୍ନଟ, ୫ ମୃତ

ଭୁବନେଶ୍ୱର ୧୬ ।୧୨: ରାଜ୍ୟରେ ଗତ କିଛି ଦିନ ହେବ ରାଜ୍ୟରେ ପଜିଟିଭ ସଂଖ୍ୟା ୩୦୦ ରହୁଥିବା ବେଳେ ଆଜି ପୁଣି ୪ଶହକୁ ଅତିକ୍ରମ କରିଛି ।ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪୭୯୬ରେ ପହଞ୍ଚିଛି ।
Read More...

ଅଦଳ ବଦଳ ହେଲେ ମୁଣ୍ଡାପଡା ଓ ବଘିଆପଡା ସମିତି ଡି.ଇ.ଓ

ବୌଦ୍ଧ,୧୬/୧୨ - ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ସେବା ସମବାୟ ସମିତିରେ ଧାନ କ୍ରୟକୁ ନେଇ ବିବାଦ ଲାଗି ରହିଥିବା ବେଳେ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ମୁଣ୍ଡାପଡା ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଅଶ୍ୱିନୀ
Read More...

ଜମି ମାଫିଆଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ପକ୍ଷରୁ ବେଆଇନ ଜବର ଦଖଲ ଉଚ୍ଛେଦ

ବାଲିଗୁଡ଼ା,୧୫/୧୨: - କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅଞ୍ଚଳରେ ଥିବା ସରକାରୀ ଜମିରେ ସରକାରୀ କର୍ମଚାରୀ ଜବର ଦଖଲ କରି ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରୁଥିବାବେଳେ କିଛି ଜମି ମାଫିଆ ଏକର ଏକର ଜମି ଦଖଲ କରି ଚଢା ଦରରେ ବିକ୍ରି କରି ଲାଭବାନ ହେଉଥିବା ନେଇ ବୁଦ୍ଧିଜୀବୀ ମହଲରେ
Read More...

ସ୍କୁଲ ଜମି ଉଚ୍ଛେଦ ପାଇଁ ଆକ୍ସନମୁଡରେ ତହସିଲଦାର ୭ ଦିନ ଭିତରେ ଜବରଦଖଲ ଖାଲି କରିବାକୁ ନିର୍ଦ୍ଦେଶ

ଦାରିଙ୍ଗବାଡି,୧୫/୧୨: ସ୍କୁଲ ଜମି ଓ ରାଜସ୍ୱ ବିଭାଗ ଜମି ଜବରଦଖଲ ଉଚ୍ଛେଦ କରିବାପାଇଁ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ସିମନବାଡି ସ୍ଥିତ ସ୍କୁଲ ଜମିରେ ପହଞ୍ଚି ରାସ୍ତା କଡରେ ଥିବା ସ୍କୁଲ ଜମି ଓ ରାଜସ୍ୱ ଜମିରେ ଜବରଦଖଲ କରିଥିବା ଦୋକାନୀବାଲାଙ୍କୁ ଦୋକାନ ନିଜେନିଜେ ଉଚ୍ଛେଦ
Read More...

ବିଶିଷ୍ଟ ଚିତ୍ର ଶିଳ୍ପୀ ଉଦୟ ସିଂ ଙ୍କ ପରଲୋକ

ବୌଦ୍ଧ,୧୫/୧୨- ବୌଦ୍ଧ ସହର ସହିଦ ଛକ ନିବାସୀ ବିଶିଷ୍ଟ ଚିତ୍ର ଶିଳ୍ପୀ ଉଦୟ ସିଂ ଙ୍କ 62 ବର୍ଷ ବୟସରେ ଆଜି ପରଲୋକ ହୋଇ ଯାଇଛି | ତାଙ୍କ ତୁଳୀର ସ୍ପର୍ଶରେ ଜୀବନ୍ତ ହୋଇ ଉଠୁ ଥିଲେ ନିର୍ଜୀବ ଚିତ୍ର ମାନେ l ସେ ଥିଲେ ଜାଦୁଗର ଶିଳ୍ପୀ l ପୁର୍ବରୁ ବୌଦ୍ଧ ଟାଉନ୍ ହଲ୍ କାନ୍ଥରେ ଟଙ୍ଗା
Read More...