ସାହାଯ୍ୟ ଅପେକ୍ଷାରେ ଦେବକୀ
ଫୁଲବାଣୀ,୨୪/୧୧: ମାସେ କି ଦି ମାସ ନୁହେଁ ଗଲା ୩ ବର୍ଷ ହେଲାଣି ବିଞ୍ଚଣାରେ ପଡିରହିଛି କନ୍ଧମାଳ ଜିଲ୍ଲ। ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପରିକୁଡି ପଞ୍ଚାୟତର ସକାଡି ଗ୍ରାମର ଦେବକୀ କୁଦେଇ । ଦେବକୀର ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ବଡ଼ ଡାକ୍ତରଖାନା ନେଇପାରୁନାହାନ୍ତି ପରିବାର ଲୋକେ ।!-->…
Read More...
Read More...