ସରକାରଙ୍କ ଯୋଜନା ଅପହଞ୍ଚ, ୨ବର୍ଷର ଶିଶୁ ମରଣ ସହ ସଂଘର୍ଷ

ଫୁଲବାଣୀ,୧୦/୧୧: ସରକାର ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇଦେବାଲାଗି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନା, ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ଏସବୁ ଯୋଜନାର ସୁଫଳ ଗ୍ରାମାଞ୍ଚଳରେ ଥିବା ଗରିବ ଗୁରୁବା ନିକଟରେ ପହଞ୍ଚିପାରୁନି ।
Read More...

ଜନମୁରା ପଞ୍ଚାୟତର ନୂତନ କୋଠା ଉଦଘାଟିତ

ସୋନପୁର,୧୦/୧୧: ଗତ ବର୍ଷ ଆତ୍ମପ୍ରକାଶ କରିଥିବା ସୋନପୁର ସଦର ବ୍ଲକର ଜନମୁରା ଗ୍ରାମପଞ୍ଚାୟତର ନୂତନ କୋଠା ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉଦଘାଟନ ପରେ ଜିଲ୍ଲାପାଳ ନୂତନ ପଞ୍ଚାୟତର କୋଠାନିର୍ମାଣ ଠିକ୍‌ସମୟରେ ହୋଇପାରିଥିବା ଯୋଗୁଁ
Read More...

ପରିବହନ ସମୟରେ ଆନ୍ଧ୍ର ବ୍ୟାଙ୍କର ୩୫ଲକ୍ଷ ଟଙ୍କା ଲୁଟ

ସମ୍ବଲପୁର : ସମ୍ବଲପୁରରୁ ଦେବଗଡ଼ ଜିଲ୍ଲାର ଲଇମୁରା ପାଇଁ ନିଆଯାଉଥିବା ସମୟରେ ଆନ୍ଧ୍ର ବ୍ୟାଙ୍କର ପ୍ରାୟ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ୬ଜଣ ଦୁର୍ବୃତ୍ତ ଲୁଟିନେଲେ । ଗତକାଲି ସୋମବାର ପ୍ରାୟ ସନ୍ଧ୍ୟା ସମୟରେ ଘଟିତ ଏହି ଲୁଟକାଣ୍ଡ ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । ପ୍ରାପ୍ତ ସୂଚନା
Read More...

ହରଭଙ୍ଗା : ଘନ କୁହୁଡିର ଆସ୍ତରଣ, ଆସିଲା ଶୀତ

ହରଭଙ୍ଗା : ଆଜି ହରଭଙ୍ଗା ବ୍ଲକ ଅଂଚଳରେ ଜମିଥିଲା ଘନ କୁହୁଡିର ଆସ୍ତରଣ । ଯୁଆଡେ ଦେଖିଲେ କୁହୁଡି ଆଉ କୁହୁଡି । ଭୋର ୫ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଚାରିଆଡେ କୁହୁଡି ଛାଇ ରହିଥିଲା । ଏଥିଯୋଗୁଁ ରାସ୍ତାଘାର ଶୂନଶାନ ରହିଥିଲା । କୁହୁଡି ଯୋଗୁ ଗାଡି ଚଳାଚଳ ବନ୍ଦ ଥିଲା । ହରଭଙ୍ଗା
Read More...

ବୌଦ୍ଧ : ଆଜି 7 କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୦/୧୧- ଆଜି ବୌଦ୍ଧ ଜିଲ୍ଲାରେ ପୁଣି 7 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍
Read More...

ପୁଣି ରାଜ୍ୟରେ ୯୮୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩ମୃତ

ଭୁବନେଶ୍ୱର ୧୦ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୯୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮୦ରେ ପହଞ୍ଚିଛି ।
Read More...

ଗାଆଁ ପୋଖରୀକୁ ସଫେଇକଲେ ଯୁବ ସ୍ୱେଚ୍ଛାସେବୀ

ବୌଦ୍ଧ,୧୦/୧୧- ବୌଦ୍ଧବ୍ଲକ ବହିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ବହିରା ଗ୍ରାମରେ ଥିବା ବହୁ ପୁରାତନ ଚକୁଣିବନ୍ଧକୁ ଗ୍ରାମର ସ୍ୱେଚ୍ଛାସେବୀମାନେ ଆଜି ସଫେଇ କରିଛନ୍ତି । ମା ନାରାୟଣୀ ଯୁବକ ସଂଘ ପୁରୁଣା ବହିରାର ସମସ୍ତ ଯୁବସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ଗ୍ରାମବାସୀ ସ୍ନାନ ଶୌଚ
Read More...

ବିଷ ପିଆଇ ହତ୍ୟା ଉଦ୍ୟମ ଅଭିଯୋଗ

ବୌଦ୍ଧ, ୧୦/୧୧ - ମନମୁଣ୍ଡା ଥାନା ଖଟଖଟିଆ ଗ୍ରାମ ପଂଚାୟତ ସିନ୍ଦୁରପୁର ଗ୍ରାମରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ ନେଇ ଆକାଶ ପାଢୀ (୨୦) ନାମକ ଜଣେ ଯୁବକଙ୍କୁ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି ବିଷ ପିଆଇ ହତ୍ୟା ଉଦ୍ୟମ କରିଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି ।
Read More...

ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଅପରେସନ୍ ୧୫୫ଏକର ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା,୧୦/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଅପରେସନ୍ । ଦେଢ଼ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବାଲିଗୁଡ଼ା ଥାନା ବାଦେକେତା ନିକଟ ଜଙ୍ଗଲର ୧୫୫ଏକର ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ୧୫୫ ଏକର ଜମିରୁ ଏକ ଲକ୍ଷ ୫୫
Read More...

ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀ

ବୌଦ୍ଧ,୧୦/୧୧- ଗତକାଲି କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗାନ୍ଧୀ ଛକ ନିକଟରେ ଗୋଟିଏ ବାଇକକୁ ଧକ୍କା ଦେଇ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ପ୍ରାୟ 1 କିଲୋମିଟର୍ ଦୂର ଘୋଷାଡ଼ି ନେଇଥିବା ବେଳେ ବାଇକ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ
Read More...