ବୌଦ୍ଧ : ସହରର 13 ନମ୍ବର ୱାର୍ଡ 3 ମାସ ହେଲା ଅନ୍ଧାରରେ !
ବୌଦ୍ଧ,୯/୧୧ - ଦୀର୍ଘ 3 ମାସ ହେଲା ବୌଦ୍ଧସହର ଅନ୍ତର୍ଗତ ମର୍ଜାକୁଦ 13 ନମ୍ବର ୱାର୍ଡ ବାସୀ ଅନ୍ଧାରରେ ଥିବା ଅଭିଯୋଗ ହୋଇଛି | ଆଜି 13 ନମ୍ବର ୱାର୍ଡର ଶତାଧିକ ବିଦ୍ୟୁତ୍ ଉପଭୋକ୍ତା ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ନୂତନ!-->…
Read More...
Read More...