କାମ ସରିବାର କିଛି ମାସ ପରେ ରାସ୍ତା ହେଲାଣି ଶୋଚନୀୟ

ବୌଦ୍ଧ,୧୧/୧୦ - ରାସ୍ତା ବାଟର ଉନ୍ନତ୍ତି କରଣ କାର୍ଯ୍ୟ ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯନ୍ତ୍ରୀ ଓ ଠିକାଦାର ମାନେ ମିଳିମିଶି ଯୋଜନାକୁ କିଭଳି ବାଟବଣା କରୁଛନ୍ତି ତାହା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମ ପଂଚାୟତର ଛେଳିବାହାଲ୍
Read More...

ମହାନଦୀ ବ୍ରିଜ ଉପରେ ଦୁଇଟି ପୃଥକ୍ ଦୁର୍ଘଟଣାରେ 3 ଆହତ

ବୌଦ୍ଧ,୧୦/୧୦- ଆଜି ରାତି 8 ଘଣ୍ଟା ସମୟରେ ବୌଦ୍ଧ ମହାନଦୀ ବ୍ରିଜ ଉପରେ ଖରାପ ହୋଇ ରହିଥିବା ଗୋଟିଏ ଟ୍ରକ୍ ସହ ଦୁଇଟି ପୃଥକ୍ ଦୁର୍ଘଟଣା ଘଟି 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଗୋଟିଏ ଟ୍ରକ୍ ଖରାପ ହୋଇ ବୌଦ୍ଧ କିଆକଟା ମହାନଦୀ ବ୍ରିଜ ଉପରେ ଅଟକି
Read More...

ଦିବ୍ୟାଙ୍ଗ ଝିଅକୁ ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦାବି

ବୌଦ୍ଧ/ବାଉଁଶୁଣୀ- ବୌଦ୍ଧ ବ୍ଲକ ଅଁଳାପାଲି ପଞ୍ଚାୟତ ସାହୁପଡା ଗ୍ରାମ ରେ ରହୁଛନ୍ତି ଦଶମୀ ବେହେରା ନାମକ ଜଣେ ଦିବ୍ୟାଙ୍ଗ ଝିଅ ।ବାପା ପାଲି ବେହେରା ସେ ଜଣେ ଦିନ ମଜୁରୀଆ ଭାବେ କାମ କରି ପରିବାର ପୋଷଣ କରୁଛନ୍ତି । ଝିଅଟି ଜନ୍ମରୁ ଦିବ୍ୟାଙ୍ଗ । ସେ କେବଳ ମାସକୁ ୭୦୦ ଟଙ୍କା ପାଉଛନ୍ତି ।
Read More...

ଗଜପତିରେ ପୁଣି 19 ଟି କରୋନା ପଜିଟିଭ ଚିହ୍ନଟ

ଗଜପତିରେ ପୁଣି 19 ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା I ଗୋଶାଣୀ ବ୍ଳକରୁ 2 ଜଣ,ନୂଆଗଡ ବ୍ଳକରୁ 2 ଜଣ,ପାରଳା ପୌର ପରିଷଦରୁ 10 ଜଣ ଗୁମ୍ମା ବ୍ଳକରୁ ଜଣେ, ମୋହନା ବ୍ଳକରୁ ଜଣେ, ଆର ଉଦୟଗିରି ଜଣେ ଓ ଆନ୍ଧ୍ର ପ୍ରଦେଶରୁ 2 ଜଣେ ଚିହ୍ନଟ
Read More...

ଲିଭର ଖରାପ ଯୋଗୁଁ ପେଟ ଫୁଲୁଛି : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡ଼ି: ତିନି ମାସ ହେବ ଖଟିଆରେ ପଡିରହି ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ରିପୁନ ପ୍ରଧାନ । ପାଖରେ ଟଙ୍କାର ଅଭାବ ରହିଥିବା ହେତୁ ନିଜ ଭାଗ୍ୟ କୁ ଆଦରି ମରଣ ସହ ସଂଘର୍ଷ କରୁଛନ୍ତି । ଲିଭର ଖରାପ ହୋଇଥିବା ଯୋଗୁଁ ପେଟ ଫୁଲି ଯାଇଥିବା ବେଳେ ହାତଗୋଡ଼ ସୁଖୀ ଯାଇ ହାଡ଼କଙ୍କାଳ ଦେଖାଗଲାଣି ।
Read More...

ରାସ୍ତା କଡରେ ଅଟକିଥିବା କାରକୁ ଧକ୍କା ଦେଲା ଅନ୍ୟ ଏକ କାର୍

ବୌଦ୍ଧ /ବାଉଁଶୁଣି / ଜନ୍ହାପଙ୍କ - ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ତେଲିବନ୍ଧ ମାଛମରା ପୋଲ ନିକଟରେ ରାସ୍ତା କଡରେ ଅଟକିଥିବା ଗୋଟିଏ କାର୍ କୁ ପଛରୁ ଆସୁଥିବା ଅନ୍ୟ ଗୋଟିଏ କାର୍ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା
Read More...

ସର୍ଵ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳ ଝିଅ ମେଲିସା

ଫୁଲବାଣୀ,୧୦/୧୦:ସର୍ଵ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁନ୍ଧାଣି ଗ୍ରାମର ଝିଅ ମେଲିସା ନାୟକ। ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ବିଏସସି ତୃତୀୟ ବର୍ଷର ଛାତ୍ରୀ ଭାବରେ ଅଧ୍ୟୟନ କରୁଛନ୍ତି। ଅନ ଲାଇନ ମାଧ୍ୟମରେ ମିସ ଟିନ ଡିଭା ୨୦୨୦ ପରୀକ୍ଷା ଦେଇଥିଲେ
Read More...

ଚିନ୍ତା ବଢାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଆଜି ପୁଣି ନୂଆ ୧୦୫ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,୧୦/୧୦- ସୁସ୍ଥତାହାରରେ ସାମାନ୍ୟ ଉନ୍ନତି ସତ୍ତେ୍ୱ କରୋନା ଆକ୍ରାନ୍ତଙ୍କ ନିରନ୍ତର ସଂଖ୍ୟାବୃଦ୍ଧି ଚିନ୍ତା ବଢାଉଛି । ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରାପ୍ତ କରୋନା ଆକ୍ରାନ୍ତଙ୍କ ବିଷୟରେ ପରିସଂଖ୍ୟାନ ଉପରେ ଜନସାଧାରଣ ଆଉ ବିଶ୍ୱାସ କରିପାରୁନାହାନ୍ତି । ବିଶେଷକରି ମୃତ ବ୍ୟକ୍ତିଙ୍କ
Read More...

ଜିଲ୍ଲାସ୍କୁଲ ପୁରାତନ ଛାତ୍ରସଙ୍ଘ ପକ୍ଷରୁ “ଉତ୍ସର୍ଗ”କୁ ୫ ଅକ୍ସିଜେନ ସିଲିଣ୍ଡର ପ୍ରଦାନ

ସମ୍ବଲପୁର,୧୦/୧୦- ସାମ୍ପ୍ରତିକ ପରିସ୍ଥିତିରେ ଅମ୍ଳଜାନ ସିଲିଣ୍ଡରର ନିତାନ୍ତ ଅଭାବକୁ ଅନୁଭବ କରି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ, ପୁରାତନ ଛାତ୍ରସଂଘ (୧୯୮୩ ବ୍ୟାଚ), ତରଫରୁ ପାଞ୍ଚଟି ଅକ୍ସିଜେନ ସିଲିଣ୍ଡର, ସମ୍ବଲପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗକୁ ପ୍ରଦାନ
Read More...

ଗଜପତି ଜିଲ୍ଲାରେ ଆସନ୍ତା ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୀଷଣ ବର୍ଷା ହେବାର ସମ୍ଭାବନା ସୂଚନା

ପାରଳାଖେମୁଣ୍ଡି,୧୦/୧୦- ଗଜପତି ଜିଲ୍ଲାରେ ଆସନ୍ତା ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ଏଥିପାଇଁ ରାଜ୍ୟ ସରକାର ଓ ପାଣିପାଗ ବିଭାଗ ତରଫରୁ ଜିଲ୍ଲାବାସୀଙ୍କୁ ସୂଚନା ଦିଆ ଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡ଼ିଓ ବାର୍ତ୍ତା ଜାରି
Read More...