ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ,୮/୧୦ - ଆଜି ଭୋର ପ୍ରାୟ ୫ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ବୀରନରସିଂହପୁର ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଥାନା ବୀରନରସିଂହପୁର ଗ୍ରାମର ନିଳାଦ୍ରୀ ଭୋକ୍ତା (୬୫ ) ନିଜ ଚାଷ ଜମିଆଡେ
Read More...

ପୁଣି ରାଜ୍ୟରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ,୧୬ ମୃତ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୪୧୪୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍
Read More...

ସିଜିଗାଣ୍ଡା ଘାଟିରେ ଟ୍ରାକ୍ଟର ଓଲଟି ୭ ଆହତ, ୨ଗୁରୁତର

ଦାରିଙ୍ଗବାଡି : ଟ୍ରାକ୍ଟର ଓଲଟି ଯିବାରୁ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ୫ ଯୁବକ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ଘଟିଛି ଦାରିଙ୍ଗବାଡି ଥାନା ସିଜିଗାଣ୍ଡା ଘାଟିରେ । ଅନାମ ପ୍ରଧାନ,ସୂର୍ଯ୍ୟ ପ୍ରଧାନ,ଦାନୀଏଲ ପ୍ରଧାନ,ସାଗର ନାୟକ,ରୋଶନ ନାୟକ ସାମାନ୍ୟ ଆହତ ହୋଇଥିବା ବେଳେ
Read More...

ଚିଲାଖଣ୍ଡି ପୋଲ ନିକଟରେ ପୁଣି ଦୁର୍ଘଟଣା, 6 ଘଣ୍ଟା ରାସ୍ତା ଜାମ୍

ବୌଦ୍ଧ,୮/୧୦ - ଜାତୀୟ ରାଜପଥ ନମ୍ବର୍ 57 ର ହରେକୃଷ୍ଣପୁର ଗ୍ରାମ ନିକଟରେ ଥିବା ଚିଲାଖଣ୍ଡି ପୋଲ ଉପରେ ପୁଣି ଦୁର୍ଘଟଣା l ଆନ୍ଧ୍ର ପ୍ରଦେଶର ବିଶାଖାପଟନମରୁ ସମ୍ବଲପୁରକୁ ଲୁହା ପଥର ଗୁଣ୍ଡ ବୋଝେଇ କରି ଆସୁଥିବା ଏ.ପି.27 ଟିଜେଡ3777 ନମ୍ବର ବିଶିଷ୍ଟ ଟ୍ରକ୍ ପୋଲ ବାଡାରେ ଧକ୍କା ଦେଇ ଗତ
Read More...

ପେଟ୍ରୋଲ ପମ୍ପରେ ନିଆଁ, ଭୟଙ୍କର ବିସ୍ଫୋରଣ : ୧୨ ଆହତ, ୪ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଆଜି ମଧ୍ୟାହ୍ନରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ନିଆଁ ଓ ବିସ୍ଫୋରଣ ଘଟଣାରେ ୧୨ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ଜଣ ପେଟ୍ରୋଲ ପମ୍ପର କର୍ମଚାରୀ ଓ
Read More...

ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ଜଣେ,ମୋହନା ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ଜଣେ ଆର ଉଦୟଗିରି ବ୍ଳକରୁ ୩ ଜଣ ନୂଆଗଡ ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ
Read More...

କନ୍ଧମାଳରେ ଆଜି ପୁଣି ୪୩ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୪୪ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୮୫୬ ରେ ପହଂଚିଛି
Read More...

ନୟାପଲ୍ଲୀ ୱାର୍ଡ ନଂ ୩୯ରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ମାସ ୨ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ମାସ ଧରି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶାର
Read More...

କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ କରୁଛନ୍ତି ପରିବାର ଲୋକେ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପାଟଖଣ୍ଡା ସାହି ଟୁକୁନା ପାଳଙ୍କ ବାରିପଟ କୂଅରୁ ତାଙ୍କ ଝିଅ ଶୀବାନୀର ମୃତଦେହ ଠାବ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ସୂଚନା ପ୍ରକାରେ ଗତ ସୋମବାର ସନ୍ଧ୍ୟା ସମୟରୁ
Read More...

ସମ୍ବଲପୁର ଜିଲ୍ଲାରେ ଦୈନିକ ସଂକ୍ରମଣ ବଢି ୧୩୮ ରେ ପହଞ୍ଚିଲା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଦୈନିକ ସଂକ୍ରମଣ ଆଜି ୧୩୮ ରେ ପହଞ୍ଚି ଏଠାରେ ସମସ୍ତକୁ ଆଶ୍ଚର୍ଯ୍ୟ ଚକିତ ଓ ଭୟଭୀତ କରିଦେଇଛି । ଗତକାଲି ଦିନକର ମାତ୍ର ବ୍ୟବଧାନ ପରେ ପଜିଟିଭ ଚିହ୍ନଟ ଙ୍କ ଦୈନିକ ହାର ପୁଣି ଶତାଧିକ ଆଡକୁ ଯିବାରୁ ସମସ୍ତେ ଅବାକ ହୋଇ ଯାଇଛନ୍ତି । ପ୍ରଶାସନିକ ସୂତ୍ରରୁ
Read More...