ପୌର ପରିଷଦ କାର୍ଯ୍ୟାଳୟରେ ପଡିରହିଛି ଡଷ୍ଟବିନ ୱାର୍ଡବାସୀଙ୍କୁ ମିଳିବ କେବେ ?
ପାରଳାଖେମୁଣ୍ଡି,୫/୧୦- ଗଜପତି ଜିଲ୍ଲା ପୌର ପରିଷଦ ହେଉଛି ରାଜ୍ୟର ଦ୍ୱିତୀୟ ସର୍ବପୁରାତନ ପୌର ପରିଷଦ ଅଟେ । ସହରକୁ ସ୍ୱଚ୍ଛ ସୁନ୍ଦର କରିବା ସକାଶେ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଉଛି ଏବଂ ଅର୍ଥ ମଧ୍ୟ ପାଣି ଭଳି ଖର୍ଚ୍ଚ ହେଉଛି ସହରର ପ୍ରତି ୱାର୍ଡ଼ରେ ୱାର୍ଡବାସୀଙ୍କୁ ଦୁଇଟି ଲେଖାଏଁ!-->…
Read More...
Read More...