ବାଉଁଶୁଣୀ ହାଇସ୍କୁଲ ପଡ଼ିଆରେ ରାତିରେ ଚାଲୁଛି ମଦୁଆ ଙ୍କ ରାଜ। ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତ…

ବୌଦ୍ଧ,୧୮/୧୦- ବୌଦ୍ଧବ୍ଲକ ବାଉଁଶୁଣୀ ପଞ୍ଚାୟତ ବାଉଁଶୁଣୀ ହାଇସ୍କୁଲ ଖେଳ ପଡିଆ ପାଲଟିଛି ମଦୁଆଙ୍କ ଆଡାସ୍ଥଳି । ପ୍ରତ୍ୟେକ ଦିନ ରାତିରେ ମଦୁଆ ମାନେ ଏକତ୍ରିତ ହୋଇ ପଡ଼ିଆର ଚତୁପାର୍ଶ୍ବରେ ବସି ମଦ ପିଇ ସେଠାରେ ବୋତଲ ଭାଙ୍ଗି ଦେଉଥିବା ଦେଖିବାକୁ ମିଳୁଛି । ବାଉଁଶୁଣୀ ଥାନା ପକ୍ଷରୁ
Read More...

ଘାଟିରୁ ଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲିଗୁଡ଼ା,୧୮/୧୦: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରୁ ସନ୍ଦେହ ଜନକ ଅବସ୍ଥାରେ ଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ମୃତ ଯୁବକ ଦୁଇଜଣ ତୁମୁଡ଼ିବନ୍ଧର ସଙ୍କଳ୍ପ ନାୟକ ଓ ତପନ କୁମାର ବେହେରା ହୋଇଥିବା ପରିଚୟ ମିଳିଛି । ମୃତ୍ୟୁର କାରଣ ବର୍ତ୍ତମାନ
Read More...

ବୌଦ୍ଧ: ମା ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ

ବୌଦ୍ଧ,୧୮/୧୦ - ବୌଦ୍ଧସହରର ମାଳିସାହି ବିରାଜିତ ଶ୍ରୀ ଶ୍ରୀ ମା ଦୁର୍ଗା ଦେବୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଗତକାଲି ଶୁଭ ପ୍ରତିପଦା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବେଲ ବରଣ, କଳସ ସ୍ଥାପନ, ପ୍ରହର ପୂଜା ଓ ଚଣ୍ଡି ପାଠ କାର୍ଯ୍ୟକ୍ରମରେ ପୂଜକ ପଦ୍ମ ଲୋଚନ ମିଶ୍ର
Read More...

ଅବଧି ସରିଲାଣି, ସରୁନି ସେତୁ ନିର୍ମାଣ କାର୍ଯ୍ୟ

ହରଭଙ୍ଗା: ସରକାରୀ ଯୋଜନା ଗୁଡିକର ସୁଫଳ ପାଇଁ ଯୋଗାଯୋଗର ମୁଖ୍ୟ ଉପାଦାନ ହେଉଛି ଉନ୍ନତ ରାସ୍ତାଘାଟ । ଭଲ ସଡକ ପଥ ନଥିଲେ ସମସ୍ତ ଯୋଜନାଗୁଡିକ ଲୋକଙ୍କ ପାଇଁ ଅପହଞ୍ଚ ପାଲଟିଥାଏ । ୨୦୧୬ ମସିହା ଠାରୁ ନିର୍ମାଣଧୀନ କୁଶାଶିଙ୍ଗା ବିଜୁ ସେତୁ ଇତି ମଧ୍ୟରେ ୪ ବର୍ଷ ବତି ଯାଇଥିଲେ ମଧ୍ୟ
Read More...

ରାସ୍ତାକଡରେ ରାତି କାଟୁଛନ୍ତି ରୋଗୀଙ୍କ ସଂପର୍କୀୟ

ସମ୍ବଲପୁର : ସମ୍ବଲପୁର କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ରୋଗୀଙ୍କ ସଂପର୍କୀୟଙ୍କ ସୁବିଧା ଅସୁବିଧା କେହି ବୁଝୁ ନାହାନ୍ତି । ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀର ଅଭାବରୁ ସେମାନେ ଆଜି ମଧ୍ୟ ହସ୍ପିଟାଲ ସାମ୍ନାରେ ଖୋଲା ଆକାଶ ତଳେ ରାସ୍ତାକଡରେ ଶୋଇବାକୁ ବାଧ୍ୟ । ଏଠାରେ ଜିଲ୍ଲା ସଦର
Read More...

୧୯ରୁ ପ୍ରବଳ ବର୍ଷା ସମ୍ଭାବନା : ସତର୍କ ସୂଚନା ଜାରି କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି: ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟ ସରକାର ତଥା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି
Read More...

ଖୁଣ୍ଟବନ୍ଧରେ ନବରାତ୍ର ଦୁର୍ଗାପୂଜା ଆରମ୍ଭ

ବୌଦ୍ଧ/ଜହ୍ନ ।ପଙ୍କ,୧୮/୧୦- ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ବସଷ୍ଟାଣ୍ଡ ଠାରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଶନିବାର ଆରମ୍ଭ ହୋଇଯାଇଛି । ଦୁର୍ଗା ମଣ୍ଡପରେ କର୍ତ୍ତାଭାବେ ରବି ପ୍ରଧାନ ଦାୟିତ୍ୱ ତୁଲାଇଥିବାବେଳେ ଏହି ଅବସରରେ ନବାହ ପାରାୟଣରେ କର୍ତ୍ତାଭାବେ ମୃତ୍ୟୁଞ୍ଜୟ ମହାକୁଳ ଓ ତାଙ୍କ ଧର୍ମ
Read More...

ସଂକ୍ରମଣ ହାର ହ୍ରାସ ଯୋଗୁଁ ଲୋକେ ଉତ୍ସାହିତ: ଆଜି ନୂଆ ୫୨ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଗତ ପ୍ରାୟ ଦଶଦିନ ହେଲା ସମ୍ବଲପୁର ଜିଲ୍ଲାର ସ୍ଥିତିରେ କ୍ରମାଗତ ସୁଧାର ଆସୁଥିବାରୁ ଜନସାଧାରଣ ଏଠାରେ ଉତ୍ସାହିତ ରହିଛନ୍ତି ଓ ଏଥର ଆଗକୁଥିବା ପାର୍ବଣପର୍ବ ସୁରକ୍ଷିତ ଭାବରେ କଟିଯାଉ ବୋଲି ମା ଦୁର୍ଗାଙ୍କ ଠାରେ ମନାସୁଛନ୍ତି । ଆଶ୍ୱସ୍ତିର ବିଷୟ ଏହା ଯେ ବର୍ତ୍ତମାନ
Read More...

ବୌଦ୍ଧ : ଆଜି ୧୨ ଜଣ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୮/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ୧୨ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍‌ ପରଗଲପୁର୍‌ ଗ୍ରାମରୁ ୧ ଜଣ, ଉଦୟପୁର୍‌ ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌
Read More...

ରାଜ୍ୟରେ ପୁଣି ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । । ୨୪ ଘଣ୍ଟା ମଧ୍ୟରେ ୨୦୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୩୬୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...