ପ୍ରଧାନମନ୍ତ୍ରୀ ବୀମା ଓ ଅଟଳ ପେନସନ ଯୋଜନା ସଚେତନତା ରାଲି

ବୌଦ୍ଧ,୧୭/୧୦ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ପଞ୍ଚାୟତସ୍ତରୀୟ ମହାସଂଘ ଅଫିସରେ ଓଡିଶା ଜୀବିକା ମିଶନ ତରଫରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାର ଲୋକମାନେ କିପରି ଲାଭ ନେଇପାରିବେ ଏବଂ ସମସ୍ତେ କିପରି
Read More...

ବୌଦ୍ଧ : ତୁଷୁରା ତେଲନଦୀରେ ନିଖୋଜ ଯୁବତୀଙ୍କ ଶବ ଉଦ୍ଧାର

ବୌଦ୍ଧ,୧୭/୧୦ - ବଲାଙ୍ଗୀର ଜିଲ୍ଲା ଗୁଡଭେଲା ଗାଆଁର ରାମତାର୍‌ ଅଗ୍ରୱାଲଙ୍କ ଦୁଇ ଝିଅ ଗତ ଗୁରୁବାର ଦିନ ତୁଷରା ନିକଟ ତେଲନଦୀ ପୋଲ ଉପରୁ ଡେଇଁ ପଡିଥିବା ଖବର୍‌ ରାଜ୍ୟରେ ଚହଳ ପଡିଥିବା ବେଳେ ଆଜି ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ଅନମୋଲ୍‌ ଅଗ୍ରୱାଲ (୨୫ )ଙ୍କ ଶବକୁ ମହାନଦୀର ସୁବର୍ଣ୍ଣପୁର୍‌
Read More...

ବୌଦ୍ଧ : 32 ଜଣ କରୋନା ପଜିଟିଭ ଚିନ୍ହଟ, କଣ୍ଟାମାଳ ବ୍ଲକରେ ସର୍ବାଧିକ

ବୌଦ୍ଧ : 32 ଜଣ କରୋନା ପଜିଟିଭ ଚିନ୍ହଟ, କଣ୍ଟାମାଳ ବ୍ଲକରେ ସର୍ବାଧିକ ବୌଦ୍ଧ,୧୭/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି 32 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ ହୋଇଥିବା 32 ଜଣ ମଧ୍ୟରୁ କଣ୍ଟାମାଳ ବ୍ଲକ୍
Read More...

ବୌଦ୍ଧ : ଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଛି ଶିକ୍ଷା ବିଭାଗ !

ବୌଦ୍ଧ,୧୭/୧୦ - ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ସବୁବେଳେ ଚର୍ଚ୍ଚାରେ l କେତେବେଳେ କିରାଣୀ ଓ ଶିକ୍ଷକ ମାନଙ୍କ ପଦୋନ୍ନତିକୁ ନେଇ ତ କେତେବେଳେ ଦୁର୍ନୀତି ଓ ପ୍ରିୟା ପ୍ରୀତି ଅଭିଯୋଗକୁ ନେଇ l ବର୍ତ୍ତମାନ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ନାମ ଲେଖାକୁ ନେଇ ଜିଲ୍ଲା ଶିକ୍ଷା
Read More...

ଦଶହରା ପାଇଁ ପ୍ରସ୍ତୁତି ବୈଠକ

ଜହ୍ନ।ପଙ୍କ,୧୭/୧୦- ବୌଦ୍ଧ ବ୍ଲକ ଜହ୍ନାପଙ୍କ ମାରୁତି ଯୁବକ ସଂଘ ପକ୍ଷରୁ ଦଶହରା ପାଇଁ ପ୍ରସ୍ତୁତି ବୈଠକ ସଭାପତି ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଶ୍ରୀ ମିଶ୍ର ବୈଠକର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଏବଂ କୋଭିଡ-19ଗାଇଡ ଲାଇନ ହିସାବରେ ଦଶହରା ପାଳିବା
Read More...

ବିଜେଡିର ଜନ ସଚେତନତା ଅଭିଜାନ ଓ ରକ୍ତଦାନ ଶିବିର

ବୌଦ୍ଧ /ବାଉଁଶୁଣି,୧୬/୧୦ - ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ତତ୍ବାବଧାନରେ ଓଡିଶା ମୋ ପରିବାର_ଜୀବନ ବିନ୍ଦୁ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ରାଜ୍ୟ
Read More...

ବିଜେଡିର ସଚେତନତା ସପ୍ତାହ ଉଦଯାପିତ

ବୌଦ୍ଧ,୧୬/୧୦ - ବୌଦ୍ଧ ସହର ଏନ.ଏ. ସି. ଛକ ନିକଟରେ ଗତ ଏକ ସପ୍ତାହ ଧରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଚାଲିଥିବା କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆଜି ଉଦଯାପନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷା ରେବତୀ ମହାଲିକ, ପୂର୍ବତନ ନଗରପାଳ
Read More...

ପଦୋନ୍ନତି ସମ୍ପର୍କରେ ଆଲୋଚନା କରିବାକୁ ଆସି ଫସିଲେ ଶିକ୍ଷକ

ବୌଦ୍ଧ - ବୌଦ୍ଧ ଜିଲ୍ଲାରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ହେଉଥିବା ବିଲମ୍ବକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଆସିଥିବା 3 ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା
Read More...

ଗଜପତିରେ ପୁଣି ୮ଟି କରୋନା ପଜିଟିଭ ଚିହ୍ନଟ

ପାରଳଖେମୁଣ୍ଡି : ଗଜପତିରେ ପୁଣି ୮ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ପାରଳା ପୌର ପରିଷଦରୁ ୬ ଜଣ ନୂଆଗଡ଼ ବ୍ଳକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁହୋମଆସୋଲେସନ କୋଭିଡ
Read More...

ୟୁଏମଏଚୟୁ ପକ୍ଷରୁ ବିଶ୍ୱ ଖାଦ୍ୟ ଦିବସ ପାଳିତ

ସମ୍ବଲପୁର,(ହୀ.ପ୍ର) : ସମ୍ବଲପୁର ମହାନଗର ନିଗମ ୧୭ ନମ୍ବର ୱାର୍ଡର ଘୁନଘୁଟି ପଡା ଠାରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଛି । କିଶୋରୀ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ନେଇ ଏହି ପଡାର କିଶୋରୀ ବାଳିକାଙ୍କୁ ନେଇ ୟୁଏମଏଚୟୁ ପକ୍ଷରୁ ସୁସ୍ଥ ସ୍ୱାସ୍ଥ୍ୟ ଓ ନିରୋଗ ଜୀବନ ପାଇଁ ଖାଦ୍ୟର ଗୁରୁତ୍ୱ ଉପରେ
Read More...