ସମ୍ବଲପୁର ଜିଲ୍ଲାର ସ୍ଥିତି ଉନ୍ନତି ଆଡକୁ ଗତିକରୁଛି: ଆଜି ୫୩ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ଦୀର୍ଘ ମାସାଧିକ କାଳ ପର୍ଯ୍ୟନ୍ତ ଦୟନୀୟ ସ୍ଥତିପରେ ସମ୍ବଲପୁର ଜିଲ୍ଲା ର ଧୀରେ ଧୀରେ ଉନ୍ନତି ଆଡକୁ ଗତିକରୁଛି । ପ୍ରଶାସନିକ ସୂତ୍ରାନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ପଜିଟିଭ ଭାବେ ୫୩ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ଏମାନଙ୍କୁ ମିଶାଇ ଏଯାଏଁ କରୋନା ପଜିଟିଭ
Read More...

ଆଦିବାସୀ ବିଧବା ମହିଳାଙ୍କୁ ଭତ୍ତା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ସହାୟତା ରାଶି ଶୀଘ୍ର ଯୋଗାଇଦେବାକୁ ଦାବି

ଖପ୍ରାଖୋଲ,୧୬/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଆଦିବାସୀ ଗରିବ ବିଧବା ମହିଳାଙ୍କୁ ସ୍ୱାମୀର ମୃତ୍ୟୁ ୧ରୁ ୩ ବର୍ଷ ପରେ ବି ବିଧବାଭତ୍ତା ଜାତୀୟ ପରିବାର ମଙ୍ଗଳ ସହାୟତା ରାଶି ମିଳୁନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବିଧବା ଗୈାରୀ
Read More...

ଗଜପତିରେ କମଳା ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛି କମଳା ଚାଷୀ

ପାରଳାଖେମୁଣ୍ଡି,୧୬/୧୦- ଗଜପତି ଜିଲ୍ଲାରେ ଉପଯୁକ୍ତ ଜଳବାୟୁ ଥିବାରୁ ଉଦ୍ୟାନ ଭିତ୍ତିକ କୃଷି ଚାଷ ଉପଯୋଗୀ ହୋଇପାରୁଛି । ଚାଷୀ ଉଦ୍ୟାନଭିତ୍ତିକ ଚାଷ କରି ସ୍ୱାବଲମ୍ବୀ ହୋଇପାରୁଛି । ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବ,ଲିଚୁ, କମଳା,ପିଜୁଳି,ସପୁରୀ ପ୍ରଭୃତି ଉଦ୍ୟାନ ଭିତ୍ତିକ ଚାଷ
Read More...

ପାରଳା ବିଧାୟକଙ୍କ ଦ୍ୱାରା ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ

ପାରଳାଖେମୁଣ୍ଡି,୧୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳା ନିୟନ୍ତ୍ରିତ ବଜାର କମିଟି ପରିସର ଠାରେ ଏକ ନମ୍ବର ୱାର୍ଡର ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯାଇଛି । ପାରଳା ବିଧାୟକ କେ ନାରାୟଣ ରାଓ ୧୦୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର
Read More...

ରକ୍ଷଣା ବେକ୍ଷଣ ଅଭାବ : ବିପଦରେ ସିମନବାଡ଼ି ପଞ୍ଚାୟତ ଡକରବାଡ଼ିରେ ନିର୍ମିତ ଝୁଲା ଲୁହା ପୋଲ

ଦାରିଙ୍ଗବାଡ଼ି: ରକ୍ଷଣା ବେକ୍ଷଣ ଅଭାବରୁ ସରକାରଙ୍କ କୋଟିଏ ରୁ ଅଧିକ ଟଙ୍କାର ସମ୍ପତି ବର୍ତ୍ତମାନ ବିପଦରେ । ୨୦୧୨/୧୩ ଆର୍ଥିକ ବର୍ଷରେ ବାଲିଗୁଡା ଆଇଟିଡିଏ ବିଭାଗ ତରଫରୁ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମବାସୀଙ୍କ ନିମନ୍ତେ ଏକ ଝୁଲା ଲୁହାଶଙ୍ଖ ୧ କୋଟି ୮୨ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ
Read More...

ବୌଦ୍ଧ : ଆଜି ୨୧ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ, ଅମୁର୍ଡାରୁ ୧୪ ପଜିଟିଭ

ବୌଦ୍ଧ,୧୬/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୨୧ ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ ୨୩୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ସିଡିଏମଓ ଡାକ୍ତର ତ୍ରିଲୋଚନ
Read More...

ରାଜ୍ୟରେ ପୁଣି ୨୧୩୯ କରୋନା ପଜିଟିଭ ଚିହ୍ନଟ, ୧୫ମୃତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେଲାଣି କରୋନା ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି, ଯାହା କିଛି ମାତ୍ରାରେ ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ୨୪ ଘଣ୍ଟା ମଧ୍ୟରେ ୨୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା
Read More...

ପ୍ଲାଜମା ଦାନକରି ଉଦାହରଣ ପାଲଟିଲେ ମେଘଲା ସରପଞ୍ଚ

ସୋନପୁର,୧୬/୧୦- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳର ମେଘଲା ସରପଞ୍ଚ ମନୋଜ କୁମାର ସେଠୀ ଗତକାଲି ଭିମସାରରେ ତାଙ୍କର ପ୍ଲାଜମା ଦାନକରି ସମଗ୍ର ଜିଲ୍ଲା ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସେ ନିଜେ କରୋନା ସହ ଲଢେଇ କରି ସଂପୂର୍ଣ୍ଣ ସୁସ୍ଥହେବାପରେ ଗତକାଲି ବୁର୍ଲା ଯାଇ ଭୀମସାରର ପ୍ଲାଜମା
Read More...

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବୌଦ୍ଧଜିଲ୍ଲାର ୪୭୯ ଜଣ ଶିକ୍ଷକ ପାଇଲେ ପଦୋନ୍ନତି

ବୌଦ୍ଧ,୧୬/୧୦ - ବୌଦ୍ଧ ଶିକ୍ଷା ଜିଲ୍ଲାରେ ଲେଭେଲ୍‌ ୫(କ ) ରୁ ୫(ଖ ) କୁ ପଦୋନ୍ନତି ପାଇବାପାଇଁ ବହୁବର୍ଷ ଧରି ଅପେକ୍ଷା କରିଥିବା ୪୭୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଗତକାଲି ପଦୋନ୍ନତି ପାଇଥିବା ଜଣାପଡିଛି । ଗତ ମଙ୍ଗଳବାର ଦିନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ
Read More...

କୁନି ହାତର ସ୍ପର୍ଶରେ ଜୀବନ୍ତ ହୋଇଯାଏ ମାଟି ପିଣ୍ଡୁଳା !

ବୌଦ୍ଧ / ବାଉଁଶୁଣି - ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମ ପଂଚାୟତ ଗୁଡପଡା ଗ୍ରାମର ଶିଶୁ ମୃତ୍ତିକା କାରିଗର ସଞ୍ଜୟ ମେଣ୍ଡିଲିଙ୍କ ହାତର ଯାଦୁଗରୀ ସ୍ପର୍ଶ ବର୍ତ୍ତମାନ ଚର୍ଚ୍ଚାରେ l ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଦିକଟାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସଞ୍ଜୟ ତାଂକ ହାତରେ ଅନେକ ସୁନ୍ଦର
Read More...