କନ୍ଧମାଳ ଜିଲ୍ଲା ରଙ୍ଗ ତୂଳୀ କଳାକାର ସଙ୍ଘର ସାଧାରଣ ବୈଠକ
ବାଲିଗୁଡ଼ା,୧୬/୧୦: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ସିର୍ତ୍ତିଗୁଡ଼ାଠାରେ ଜିଲ୍ଲା ରଙ୍ଗ ତୂଳୀ କଳାକାର ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଛି । ପ୍ରମୋଦ ଦଣ୍ଡିଆ ସଭାପତି, ଗୋବିନ୍ଦ ଭୁକ୍ତା ସମ୍ପାଦକ,ମିଥୁନ୍ ପ୍ରଧାନୀ!-->…
Read More...
Read More...