ଜୀବନ ଯୁଦ୍ଧରେ ହାରିନାହାନ୍ତି ଅସହାୟ ବୃଦ୍ଧା, ଜଙ୍ଗଲଜାତ ଦ୍ରବ୍ୟ ବିକି ପେଟ ପୋଷଛନ୍ତି

ହରଭଙ୍ଗା: ପେଟ ଚାଖଣ୍ଡକ ପାଇଁ କିଏ କ'ଣ କରୁଛନ୍ତି ତାହା ବର୍ଣ୍ଣନା କରିବା ଅସମ୍ଭବ । ଏମିତି ଜଣେ ବୃଦ୍ଧା ଅଛନ୍ତି ଯିଏକି ବୌଦ୍ଧ ଜିଲ୍ଲାର ହରଭଙ୍ଗା ପଞ୍ଚାୟତର ସୁରୁଣ୍ଡୀ ଗ୍ରାମର ସ୍ୱର୍ଗତ କୁମର ନାଏକଙ୍କ ପତ୍ନୀ ଜାନଭୀ ନାଏକ(୭୨) । ସେ ନିଜର ପେଟ ପୋଷିବାକୁ ଏ ପରିଣତ ବୟସରେ ମଧ୍ୟ
Read More...

ଗଜପତିରେ ପୁଣି ୯ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ପାରଳା ଗୋଶାଣି ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ ପୌର ପରିଷଦରୁ ୫ ଜଣ ମୋହନା ବ୍ଳକରୁ ଜଣେ, ଆର ଉଦୟଗିରି ବ୍ଳକରୁ ଜଣେ ଚିହ୍ନଟ
Read More...

ଅବଦୁଲ କଲାମଙ୍କ ଜନ୍ମଦିନରେ ପୁଷ୍ପାଞ୍ଜଳି

ସମ୍ବଲପୁର : ଜଣେ ବୈଜ୍ଞାନିକରୁ ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପର୍ଯ୍ୟନ୍ତ ଅବିସ୍ମରଣୀୟ ଯାତ୍ରା ଓ ଶେଷରେ ଲୋକପ୍ରିୟତାର ପରାକାଷ୍ଠା ପ୍ରାପ୍ତ ସ୍ୱର୍ଗତ ଡା ଏ ପି ଜେ ଅବଦୁଲ କଲାମ ସାହେବଙ୍କ ଜନ୍ମଦିନ ନିହାତି ନିରାଡମ୍ବର ସହିତ ଆଜି ଏଠାରେ ପାଳନ କରାଯାଇଛି । ସ୍ଥାନୀୟ ଜିଲ୍ଲାସ୍କୁଲ
Read More...

ସେହ୍ନାପାଲିରେ ବିଶ୍ୱ ହାତଧୁଆ ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମର ୧ ନମ୍ବର ୱାର୍ଡ ଅନ୍ତର୍ଗତ ସେହ୍ନାପାଲି ଠାରେ ମହିଳା ସ୍ୱୟଂ ସହାୟକ ଗ୍ରୁପକୁ ନେଇ ବିଶ୍ୱ ହାତ ଧୁଆ ଦିବସ ଆଜି ପାଳିତ ହୋଇଯାଇଛି । ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ (ୟୁଏମଏଚୟୁ)ର ଆୟୁଷ ଡାକ୍ତର ରାଜାରାମ ଷଡ଼ଙ୍ଗୀ କୋଭିଦ-୧୯ ଭଳି କଠୋର ପରିସ୍ଥିତି
Read More...

ସମ୍ବଲପୁର ଜିଲ୍ଲାର ସ୍ଥିତିରେ କ୍ରମଶଃ ଉନ୍ନତି ଆସିଛି: ଆଜି ୫୪ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ଗତ ପ୍ରାୟ ସପ୍ତାହେ ହେବ ସମ୍ବଲପୁର ଜିଲ୍ଲାର ସ୍ଥିତି ରେ କ୍ରମାଗତ ଉନ୍ନତି ଦେଖା ଯିବାରୁ ଜନସାଧାରଣ ସହିତ ପ୍ରଶାସନିକ ସ୍ତରରେ ମଧ୍ୟ ଆଶ୍ୱସ୍ତି ପ୍ରକାଶ ପାଇଛି । ତଥାପି କିଛି ଲୋକଙ୍କ ମତାନୁସାରେ ଗତ କିଛି ଦିନ ହେଲା କରୋନା ଟେଷ୍ଟ ପାଇଁ କମ ସଂଖ୍ୟାରେ ନମୁନା ସଂଗ୍ରହ କରା
Read More...

କିସରେ ପଢ଼ିବେ ମାଲକାନଗିରିର ଦୁଇ ଅସହାୟ ଶିଶୁ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜିଆଙ୍ଗ ପଞ୍ଚାୟତ ତେଲଗାବେଡ଼ା ଗ୍ରାମର ଅସହାୟ ଦୁଇ ଭାଇଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍‍ । ଦୁଇ ଭାଇଙ୍କୁ ସେମାନଙ୍କ ବାପା ମଆ ବିକ୍ରି କରି ଅନ୍ୟତ୍ର ଚାଲିଯିବା ପରେ ବଡ଼ ଭାଇ ବିକ୍ରି ହୋଇଥିବା ସ୍ଥାନରେ ଅକଥନୀୟ
Read More...

ଉତ୍କୃଷ୍ଟ ସିଏସଆର କାର୍ଯ୍ୟକ୍ରମ ପାଇଁ ନାଲକୋ ପୁରସ୍କୃତ

ଭୁବନେଶ୍ୱର:ସମାଜ ଏବଂ ଲୋକମାନଙ୍କ ପ୍ରତି ଅବିସ୍ମରଣୀୟ ପ୍ରତିବଦ୍ଧତା ଏବଂ ଯତ୍ନଶୀଳ ଦୃଷ୍ଟିକୋଣ ରଖିଥିବା, ଭାରତ ସରକାରଙ୍କ ଖଣିମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ପିଏସୟୁ, ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ)କୁ ସିଏସଆର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆଇସିସିପିଏସଇ
Read More...

ବୌଦ୍ଧ : ଆଜି ଅର୍ଦ୍ଧଶତକ ପାର୍‌ କଲା କରୋନା, କୁଟିଝାରରୁ ୩୩ ଆକ୍ରାନ୍ତ

ବୌଦ୍ଧ,୧୫/୧୦ - ଆଜି ବୌଦ୍ଧଜିଲ୍ଲାରେ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେଲା ପଜିଟିଭ ସଂଖ୍ୟା ଅର୍ଦ୍ଧଶତକ ତଳେ ରହୁଥିବାବେଳେ ଆଜି ଅର୍ଦ୍ଧଶତକ ଡେଇଁ ଗୋଟିଏ ଦିନରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା
Read More...

ବିନାୟକପୁର୍‌ – ପାଇଛାଦାଦର୍‌ ରାସ୍ତା ଅବସ୍ଥା ସୁଧୁରିବ କେବେ ?

ବୌଦ୍ଧ,୧୫/୧୦- ସରକାର ବିକାଶର ଡିଣ୍ଡିିମ ପିଟୁଥିବା ବେଳେ ବିକାଶର ଚିତ୍ର କିନ୍ତୁ ସଂପୂର୍ଣ୍ଣ ଅଲଗା । ଗ୍ରାମାଞ୍ଚଳରେ ଅନେକ ଗାଆଁ ରାସ୍ତା ଦୟନୀୟ ସ୍ଥିତିରେ ରହିଛି । ବର୍ଷକୁ ୫/୬ ମାସ ଯୋଗାଯୋଗ ଠପ୍‌ ହୋଇଯାଉଛି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନସ୍‌ ମଧ୍ୟ ପହଞ୍ଚିି
Read More...

ଛଅ ମାସ ମଧ୍ୟରେ ଉଠିଗଲା ବହିରା – ଦୁମଦୁମା ରାସ୍ତାର ପିଚୁ !

ବୌଦ୍ଧ/ବାଉଁଶୁଣି,୧୫/୧୦ - ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବୌଦ୍ଧବ୍ଲକ୍‌ ବହିରା - ଦୁମୁଦୁମା ରାସ୍ତାର ଅବସ୍ଥା କେବେ ସୁଧୁରିବାର ନାମ ଧରୁନାହିଁ । ପ୍ରତିବର୍ଷ ଏ ରାସ୍ତାରେ ଲକ୍ଷଲକ୍ଷ ଟଙ୍କାର କାମ ହେଉଥିଲେ ମଧ୍ୟ ଲୋକଙ୍କ କୌଣସି କାମରେ ଆସୁନଥିବା ଅଭିଯୋଗ ହୁଏ । ବହିରା ଠାରୁ
Read More...