ଆହତ କାରଣରୁ ବାଦ୍ ପଡ଼ିଲେ ପନ୍ଥ

ଆବୁଧାବି: ଦିଲ୍ଲୀ କ୍ୟାପିଟାଲ୍ସକୁ ଦୁଇଟି ଧକ୍କା ଲାଗିଛି । ପଏଣ୍ଟ ଟେବୁଲ୍‌ରେ ଏହା ଦ୍ୱିତୀୟ ସ୍ଥାନକୁ ଖସିଥିବା ବେଳେ ଏହାର ଜଣେ ନିର୍ଭରଯୋଗ୍ୟ କ୍ରିକେଟର ଋିଷଭ ପନ୍ଥ ଆହତ ହୋଇଛନ୍ତି । ଆହତ କାରଣରୁ ତାଙ୍କୁ କେତୋଟି ମ୍ୟାଚ୍ ପାଇଁ ବାଦ୍ ଦିଆଯାଇଛି । ଅତିକମ୍‌ରେ ଗୋଟିଏ ସପ୍ତାହ ତାଙ୍କୁ
Read More...

ସ୍ୱରୂପ ଓ ବିଜୟ ବିଜେଡିର ପ୍ରାର୍ଥୀ

ଭୁବନେଶ୍ୱର: ଗତକାଲି ଭାରତୀୟ ଜନତା ପାର୍ଟି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଉପ ନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛନ୍ତି । ବାଲେଶ୍ୱର ସଦର ପାଇଁ ଆଦୌ ଚର୍ଚ୍ଚାରେ
Read More...

ବାତ୍ୟା ଆଶଙ୍କା : ୫ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋସାଗର ଉପରେ ଲଘୁଚାପ ବଳୟ ଅଧିକ ଘନିଭୂତ ହୋଇ ଅବପାତର ରୂପ ନେଇଛି । ଏବେ ଏହା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ଗମ୍ଭୀର ଅବପାତରେ ପରିଣତ ହୋଇ
Read More...

ଲୁହାପାଇପ ଯୋଗେ ଜଳଯୋଗାଣ ଦାବୀ

ବୌଦ୍ଧ,୧୨/୧୦ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଂଚାୟତର ତଳସାହି ଓ ଗୁମ୍ଫା ସାହିକୁ ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଜଳଯୋଗାଣ ହୋଇ ପାରୁନଥିବା ଯୋଗୁଁ ଲୋକେ ଆଜି ଜଳ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ
Read More...

ବୌଦ୍ଧରୁ ଆଜି ୧୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୨/୧୦ - ଆଜି ବୌଦ୍ଧ ଜିଲ୍ଲାରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ୍‌ ଯୋଗୀବେରଣୀ ଗ୍ରାମରୁ ୧ ଜଣ, ଟୁଟୁସିଙ୍ଗା ଗ୍ରାମରୁ ୧ ଜଣ, ମହାନଦୀ ବ୍ରିଜ ଛକ ନିକଟରେ ୧ ଜଣ,
Read More...

ଆସୁଛନ୍ତି ମା’ : ଜୋରସରରେ ଚାଲିଛି ମୂର୍ତ୍ତି ନିର୍ମାଣ କାର୍ଯ୍ୟ

ହରଭଙ୍ଗା : ଆସୁଛନ୍ତି ଦୁର୍ଗତିନାଶିନୀ ମା'ଦୁର୍ଗା । ଆଉ ଦିନ କେଇଟା ପରେ ଧରାବରଣ କରିବେ ମା ଦଶଭୂଜା । ଆରମ୍ଭ ହୋଇଯିବ ନବରାତ୍ର ପୂଜା । ଏଥିପାଇଁ ହରଭଙ୍ଗା ବ୍ଲକ ଅଂଚଳରେ ଯଥା-ହରଭଙ୍ଗା, ଚାରିଛକ, ଆନିଗଡ, କୁଶଙ୍ଗ, ପୁରୁଣାକଟକ, ଧଳପୁର, ଲୁଣିବାହାଲା, ତିଲେଶ୍ୱର ଆଦି ପୂଜାମଣ୍ଡପ ଗୁଡିକରେ
Read More...

ଗଜପତିରେ ପୁଣି ୭ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୨/୧୦- ଗଜପତିରେ ପୁଣି ୭ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ଜଣେ, ପାରଳା ପୌରପରିଷଦରୁ ୩ ଜଣ, ମୋହନାବ୍ଳକରୁ ଜଣେ, ରାୟଗଡା ଜିଲ୍ଲାର ୨ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ
Read More...

ସଂକ୍ରମଣହାର କମିବାରୁ ସାମୟିକ ଆଶ୍ୱସ୍ତି: ଆଜି ନୂଆ ୬୦ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ମାସାଧିକ କାଳ ନିରନ୍ତର ବୃଦ୍ଧି ପରେ ଗତ ଦୁଇଦିନ ହେଲା ଦୈନିକ ସଂକ୍ରମଣହାରରେ ସାମାନ୍ୟ ହ୍ରାସ ଯୋଗୁଁ ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଧିରେ ଧିରେ ଉନ୍ନତି ଆଶା କରାଯାଉଛି । କିନ୍ତୁ କିଛି ବୁଦ୍ଧିଜୀବୀଙ୍କ ମତାନୁସାରେ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିଛି, ବରନ କୋଭିଡ
Read More...

ଉଜେରୀ ସାମାଜିକ ସେବା ଟ୍ରଷ୍ଟ ପକ୍ଷରୁ ହସ୍ପିଟାଲ ନିର୍ମାଣ ପାଇଁ ଭୂମିପୂଜା

ଖପ୍ରାଖୋଲ : ବଲାଙ୍ଗିର ଖପ୍ରାଖୋଲ ବ୍ଲକ ଗୁଣ୍ଡୁରିପାଲି ଠାରେ ୩୦୦ ବ୍ୟାଟ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବା ପାଇଁ ଉଜେରୀ ସାମାଜିକ ସେବା ଟ୍ରଷ୍ଟ ପକ୍ଷରୁ ଭୂମି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି ।ଏ ଅବସରରେ ମୁଖ୍ୟଅତିଥି ଉଜେରୀ ସାମାଜିକ ସେବା ଟ୍ରଷ୍ଟ ଉତ୍ତର ପ୍ରଦେଶ ର
Read More...

ପୁଣି ରାଜ୍ୟରୁ ୨୪୨୩ କରୋନା ପଜିଟିଭ ଚିହ୍ନଟ, ୧୮ ମୃତ

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରୁ ୨୪୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୪୧୭ ଜଣ କ୍ୱାରେଣ୍ଟାଇରୁ ଚିହ୍ନଟ ହୋଇଥିବାବେଳେ ୧୦୦୬ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୫୪୬୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ
Read More...