କପାସିରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ
ବୌଦ୍ଧ ,୨୨/୯- କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର କପାସିରା ଗାଁରେ 17କରୋନା ପଜେଟିବ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ମନମୁଣ୍ଡା ସରପଞ୍ଚ ମୀନାକ୍ଷୀ ସାହୁ l ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା କାଲି ସକାଳ 8 ଘଣ୍ଟା!-->…
Read More...
Read More...