ମନ୍ତ୍ରୀ ପଦ୍ମିନ୍ ଦିଆନଙ୍କୁ କରୋନା

ଭୁବନେଶ୍ୱର : ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନ ଦିଆନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ମନ୍ତ୍ରୀ ପଜିଟିଭ ଜଣାପଡିବା ପରେ ହୋମ୍ ଆଇସୋଲେସନରେ ଅଛନ୍ତି । ମନ୍ତ୍ରୀ ଶ୍ରୀମତୀ ଦିଆନ୍ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି
Read More...

ଗୁରୁଦିବସରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୦ ମସିହାର ଯୁକ୍ତଦୁଇ କଳା ବାର୍ଷିକ ପରୀକ୍ଷା ଫଳ ଗୁରୁ ଦିବସରେ ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏ ନେଇ ସୂଚନା ଦେଇଛନ୍ତି । ଯୁକ୍ତଦୁଇ ଫଳ ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ
Read More...

ଏଲାଇଟ ପ୍ୟାନେଲ୍‌ ଅମ୍ପାୟାରଙ୍କୁ ପ୍ରଭାବିତ କରିବ କରୋନା

ଆଇସିସିର ଏଲାଇଟ୍‌ ପ୍ୟାନେଲ୍‌ ଅମ୍ପାୟାରମାନେ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ବେଳେ ବିଶେଷ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । କରୋନା ସଂକ୍ରମଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ ହୋଇନଥିବାରୁ ଅମ୍ପାୟାରମାନେ ପ୍ରଭାବିତ ହୋଇପାରନ୍ତି । ବିସିସିଆଇ ତା'ର ଭାରତୀୟ
Read More...

ତୃତୀୟ ରାଉଣ୍ଡରେ ଜୋକୋଭିକ୍‌

ନ୍ୟୁୟର୍କ : ଏଠାରେ ଚାଲିଥିବା ୟୁଏସ୍‌ ଓପନ୍‌ରେ ଟେନିସ୍‌ ତାରକା ନୋଭାକ୍‌ ଜୋକୋଭିକ୍‌ ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟରେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ସେ ତାଙ୍କର ପ୍ରତିପକ୍ଷ ବ୍ରିଟେନର କାଇଲ୍‌ ଏଡଗଣ୍ଟଙ୍କୁ ୬-୭ (୫/୭, ୬/୩), ୬/୪),
Read More...

ତୁରେକେଲା ଜଙ୍ଗଲରୁ ଅଜଣା ଶବ ଉଦ୍ଧାର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଲାଠୋର ରାସ୍ତା ଫୋରେଷ୍ଟ ନର୍ସରରେ ଗୋଟିଏ ଅଜଣା ଶବ ତୁରକେଲା ପୋଲିସ ଦ୍ୱାରା ଉଦ୍ଧାର ହୋଇଛି । ସୂଚନା କ୍ରମେ ଯୁବକର ବେକରେ ଲାଗିଥିବା ରସି ଶାଗୁଆନ ଗଛ ସହ ଝୁଲିବା ଅବସ୍ଥାରେ ଦେଖା ଯାଇଛି । ତଦନ୍ତ ତୁରୀକେଲା ପୋଲିସ ଦ୍ୱାରା ଶବ ଉଦ୍ଧାର
Read More...

ସମ୍ବଲପୁର ଜିଲ୍ଲାରେ ନୂଆ ୬୮ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୮ ଜଣ ପଜିଟିଭ ଚିହ୍ନଟ ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ପାର ହୋଇ ୩୦୫୨ରେ ଯାଇ ପହଞ୍ଚିଛି । ଏହା ସହିତ ବିଗତ ୨୪ଘଣ୍ଟା ମଧ୍ୟରେ ଆଉ ୨୬୭ ଜଣ ସୁସ୍ଥ ହୋଇଛନ୍ତି, ଏହା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୫୩ ହୋଇଛି ।
Read More...

ରାସ୍ତା ଅବସ୍ଥା ସୁଧୁରିବ କେବେ ?

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ବରଗୋଛା ଗ୍ରାମ ପଂଚାୟତ ଅନ୍ତର୍ଗତ କନାବୀର ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନାହିଁ । ବାଟରେ ପଡୁଥିବା ନାଳ ଉପରେ ପୋଲ ହୋଇ ନଥିବାରୁ ବର୍ଷା ଦିନରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଥାଏ । ଗ୍ରାମବାସୀ ବାରମ୍ବାର ବ୍ଲକ୍ ଓ ଗ୍ରାମ ପଂଚାୟତ କର୍ତ୍ତୃପକ୍ଷଙ୍କୁ
Read More...

ଋଣ ଆଦାୟ ପାଇଁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଧମକ ଅଭିଯୋଗ

ବୌଦ୍ଧ : ଲକ୍ ଡାଉନ ସମୟରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନଙ୍କରୁ ଆଣିଥିବା ଋଣ ପରିଶୋଧ କରି ପାରିନଥିଲେ । କିସ୍ତି ଟଂକା ଆଦାୟ କରାଯିବା ଉପରେ ଅଗଷ୍ଟ ୩୧ ତାରିଖ ଯାଏଁ ଆଦାୟ ଉପରେ ରିଜର୍ଭ ବ୍ୟାଙ୍କ ଅଙ୍କୁଶ ଲଗାଇଥିଲେ । ବର୍ତ୍ତମାନ
Read More...

ଟାଇମ୍‍ସ ବିବିଏ ଏଜୁକେସନ୍‍ ର୍ୟାଙ୍କିଙ୍ଗ ୨୦୨୦ ଦ୍ୱିତୀୟ ସ୍ଥାନରେ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍

ଭୁବନେଶ୍ୱର : ଚଳିତବର୍ଷ ଟାଇମ୍‍ସ ବିବିଏ ଏଜୁକେସନ୍‍ ର୍ୟାଙ୍କିଙ୍ଗ ସର୍ଭେରେ ସମଗ୍ର ଦେଶରେ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ (କେଏସ୍‍ଓଏମ୍‍) ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ସମଗ୍ର ଭାରତରେ ବିବିଏ ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଏହି ସର୍ଭେ
Read More...

ଗଜପତିରେ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୩/୯- ଗଜପତିରେ ପୁଣି ୯ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଲକରୁ ଜଣେ, ପାରଳା ପୌର ପରିଷଦରୁ ୫ ଜଣ, ମୋହନା ବ୍ଲକରୁ ୨ ଜଣ , ନୂଆଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇ ଥିବାର ଜଣାପଡିଛି । ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କ
Read More...