ଜିଲ୍ଲା ବିଜେପି ପକ୍ଷରୁ ପୂର୍ବତନ ଭାଜପା ଉପ ଜିଲ୍ଲା ସଭାପତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି,୩/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପୂର୍ବତନ ଭାଜପା ଜିଲ୍ଲା ଉପସଭାପତି ସ୍ୱର୍ଗତ ଉଦୟ ନାଥ ମହାଙ୍କୁଡ଼ଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେ ଜଣେ ସଚ୍ଚୋଟ, ନିଷ୍ଠାପର
Read More...

ପୁଣି ରାଜ୍ୟରେ ୩୬୩୧ ପଜିଟିଭ ଚିହ୍ନଟ, କରୋନା ନେଲେ ୮ ମୁଣ୍ଡ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୪୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ବୌଦ୍ଧ : ଆଜି ପୁଣି ୨୭ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୬୮୧

ବୌଦ୍ଧ,୩/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ ମାନଙ୍କ ମଧ୍ୟରେ ବଉଦ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଂଚାୟତର
Read More...

ଟ୍ରକ୍ ଦବି ରାସ୍ତା ଜାମ୍ : ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହଶହ ଗାଡ଼ି, ସ୍ଥାନୀୟ ପ୍ରଶାସନ ଚୁପ୍

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ରଡ଼ିଗୁମା ନିକଟରେ ରାସ୍ତା ଜାମ୍ । ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି ଶହଶହ ଗାଡ଼ି ମୋଟର । ଫଳରେ ମୁନିଗୁଡ଼ା-ବାଲିଗୁଡ଼ା ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଛି । ସୂଚନା ପ୍ରକାରେ କୋଟଗଡ଼ ଠାରୁ ମୁନିଗୁଡ଼ା ରାସ୍ତା ଅତ୍ୟନ୍ତ ଖରାପ ଥିବାବେଳେ ପ୍ରଥମେ
Read More...

ପାଞ୍ଚଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ଅଟୋ ଓ ବାଇକ୍‌ ଜବତ, ଦୁଇଜଣ ଚାଲାଣକରୀ ଗିରଫ

ବାଲିଗୁଡ଼ା,୩/୯: ଗଞ୍ଜେଇ ଚୋରାଚାଲାଣବେଳେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଚଢ଼ାଉ । କୋରୋନା କଟକଣା ଯୋଗୁଁ ପର୍ଯ୍ୟାପ୍ତ ପରିମାଣର ଗାଡ଼ି ମୋଟର ଚାଲୁଥିବା ବେଳେ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଗଞ୍ଜେଇ ଚୋରାଚାଲାଣ ରୋକିବା ସହ ଗଞ୍ଜେଇ ମାଫିଆଙ୍କ ଉପରେ କଡ଼ା
Read More...

ଭାରସାମ୍ୟ ହରାଇ ତେଲବାହୀ ଟେଙ୍କର ଓଲଟିଲା

ବୌଦ୍ଧ,୩/୯ - ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ଆଡ଼େନିଗଡ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ତେଲବାହୀ ଟେଙ୍କର ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ସମ୍ବଲପୁର ରେ ତେଲ ଅନଲୋଡ କରି ଓ.ଆର. 05 ଜେଡ 8100 ନମ୍ବର୍ ବିଶିଷ୍ଟ
Read More...

ଶ୍ରମିକ ନେବାକୁ ଆସିଥିବା ବସ୍ କୁ ଜବତ୍ କଲା ପରିବହନ ବିଭାଗ

ବୌଦ୍ଧ - ବାହାର ରାଜ୍ୟକୁ ଶ୍ରମିକ ନେବାକୁ ଆସିଥିବା ଦୁଇଟି ବସ୍ କୁ ଆଜି ବୌଦ୍ଧ ପରିବହନ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାକୁ ପ୍ରତିଦିନ ଏକାଧିକ ବାହାର ରାଜ୍ୟରୁ ଆସୁଥିବା ବସ୍ ମାନଙ୍କରେ ଶହ ଶହ ଶ୍ରମିକ କାମ କରିବାକୁ ଯାଉଛନ୍ତି
Read More...

ତୁମୁଡ଼ିବନ୍ଧ ପୋଲିସ୍ ପଞ୍ଜାବରେ ୯ଜଣିଆ ଡକାୟତି ଗ୍ୟାଙ୍ଗ୍

ବାଲିଗୁଡ଼ା,୨/୯: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ୍ କୁ ବଡ଼ ସଫଳତା । ୯ଜଣିଆ ଡକାୟତି ଗ୍ୟାଙ୍ଗ୍ କୁ ଗିରଫ କରିବାରେ ସକ୍ଷମ ହୋଇଛି ତୁମୁଡ଼ିବନ୍ଧ ପୋଲିସ୍ । ଦୀର୍ଘଦିନ ଧରି ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଚୋରି ଡକାୟତି ଚଳାଇ ଆସୁଥିଲେ ଏହି ଗ୍ୟାଙ୍ଗ୍ । ସେମାନଙ୍କ ନିକଟରୁ ୧୩ଟି
Read More...

କନ୍ଧମାଳରେ ଆଜି ୩୨କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:୨/୯ କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୩୨କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୨୫୭ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୧୯୧୧ଜଣ ସୁସ୍ଥ ହୋଇ
Read More...

ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କରୋନା ଯୋଦ୍ଧା ସମ୍ମାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପାରଳା ପୌର ପରିଷଦ କାର୍ଯ୍ୟାଳୟ ଠାରେ ସ୍ୱାୟତ୍ତ ଶାସନ ଦିବସରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପାରଳା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ କରୋନା ଯୋଦ୍ଧା ଭାବେ ଉପଢୌକନ ଓ ମାନପତ୍ର ଦେଇ
Read More...