ତୁମୁଡ଼ିବନ୍ଧ ପୋଲିସ୍ ପଞ୍ଝାରେ ୯ଜଣିଆ ଡକାୟତି ଗ୍ୟାଙ୍ଗ୍‌

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ୍‌କୁ ବଡ଼ ସଫଳତା । ୯ଜଣିଆ ଡକାୟତି ଗ୍ୟାଙ୍ଗ୍‌କୁ ଗିରଫ କରିବାରେ ସକ୍ଷମ ହୋଇଛି ତୁମୁଡ଼ିବନ୍ଧ ପୋଲିସ୍ । ଦୀର୍ଘଦିନ ଧରି ତୁମୁଡ଼ିବନ୍ଧ ଥାନା ଅଂଚଳରେ ଚୋରି ଡକାୟତି ଚଳାଇ ଆସୁଥିଲେ ଏହି ଗ୍ୟାଙ୍ଗ୍ । ସେମାନଙ୍କ ନିକଟରୁ ୧୩ଟି ମୋବାଇଲ୍‌, ଦୁଇଟି
Read More...

ରାଇନା ଜଣେ ଭଦ୍ର କ୍ରିକେଟର: ସାମି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ୱେଷ୍ଟଇଣ୍ଡିଜ୍‌ କ୍ରିକେଟର ଡାରେନ୍‌ ସାମି ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତୀୟ କ୍ରିକେଟରମାନଙ୍କ ମଧ୍ୟରେ ତାଙ୍କର ପସନ୍ଦ ଖେଳାଳି ସଂପର୍କରେ ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ରାଇନା ଜଣେ ଅତି ସୁନ୍ଦର ଓ ବଢ଼ିଆ କ୍ରିକେଟର । ତାଙ୍କର
Read More...

ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ମ୍ୟାଚ୍‌ ଜିତିଲେ ସୁମିତ୍‌

ପୁନେ : ଭାରତର ଅନ୍ୟତମ ଜଣାଶୁଣା ପୁରୁଷ ଟେନିସ୍‌ ଖେଳାଳି ସୁମିତ୍‌ ନାଗାଲ୍‌ ତାଙ୍କ କ୍ୟାରିୟରରେ ଶ୍ରେଷ୍ଠ ସଫଳତା ହାସଲ କରିଛନ୍ତି । ନ୍ୟୁୟର୍କରେ ଅନୁଷ୍ଠିତ ୟୁଏସ୍‌ ଓପନର ପ୍ରଥମ ରାଉଣ୍ଡରେ ସେ ବିଜୟୀ ହୋଇଛନ୍ତି । ଗତ ସାତ ବର୍ଷ ମଧ୍ୟରେ ଗ୍ରାଣ୍ଡସ୍ଲାମ ସିଙ୍ଗିଲ୍ସରେ ସେ ପ୍ରଥମ ଭାରତୀୟ
Read More...

ବାର୍ସେଲୋନାରେ ପହଞ୍ଚିଲେ ମେସିଙ୍କ ପିତା

ବାର୍ସେଲୋନା : ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି ଲିଓନେଲ୍‌ ମେସିଙ୍କ ପିତା ଜର୍ଜ ମେସି ଆଜି ବାର୍ସେଲୋନାରେ ପହଞ୍ଚିଛନ୍ତି । ପୁଅର ଭବିଷ୍ୟତ ନେଇ ସେ ବାର୍ସେଲୋନା କ୍ଲବ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଜର୍ଜ ମଧ୍ୟ ଲିଓନେଲ୍‌ଙ୍କର ଏଜେଣ୍ଟ ।
Read More...

୪ଘଣ୍ଟା ପରେ ପଥର ସନ୍ଧିରୁ ଉଦ୍ଧାର ହେଲେ ବାଳକ

ହରଭଙ୍ଗା : ହରଭଙ୍ଗାବ୍ଲକ ତିଲେଶ୍ୱର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳକୁ ଗାଧୋଇବାକୁ ଯାଇ ଗୋଡଟି ପଥର ସନ୍ଧିରେ ରହିଯାଇଥିଲା । ଏହି ଖବର ସୂଚନା ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

ପଥର ସନ୍ଧିରେ ଗୋଡ ପଶି ବାଳକ ଅଡୁଆରେ, ଉଦ୍ଧାର କାର୍ଯ୍ୟ ଜାରୀ

ହରଭଙ୍ଗା: ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳ କୁ ଗାଧୋଇବାକୁ ଯାଇ ଗୋଡଟି ପଥର ସନ୍ଧିରେ ରହିଯାଇଥିବା ଜଣାପଡିଛି । ସୁଚନାମତେ ଗ୍ରାମର ସାରସ୍ବତ ନାଏକଙ୍କ ସାନ ପୁଅ ନିଳମଣି ନାଏକ ୭ ବର୍ଷର ବାଳକ ଅନ୍ୟ ସାଙ୍ଗମାନଙ୍କ ସହ ଦିନ ୧୧ଟାରେ
Read More...

ହରଭଙ୍ଗା : କମିଛି ବନ୍ୟା, କମିନି ଦୁର୍ଦ୍ଦଶା

ହରଭଙ୍ଗା: ସଂପ୍ରତି ଆଜି ମହାନଦୀ ବନ୍ୟା କମିଛି । ଏବେ ହରଭଙ୍ଗାର ଅଧା ଅଂଚଳ ଜଳମଗ୍ନ ହୋଇ ରହିଛି । ତେବେ କେତେକ ଚାଷ ଜମିରୁ ବନ୍ୟାଜଳ କମିଛି । ହେଲେ ଏକର ଏକର ଚାଷଜମିର ଧାନଗଛ ପଚି ସଢିଯାଇଛି । ଫଳରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଧାରକରଜ କରି ଚାଷୀମାନେ ଚାଷ କରିଥିଲେ । ଏହି ପ୍ରଳୟ
Read More...

ବୌଦ୍ଧରେ ଆଜି ୩୬ କରୋନା ପଜିଟିଭ ଚିହ୍ନଟ, ସେଥିରୁ ୯ଜଣ କରୋନା ଯୋଦ୍ଧା

ବୌଦ୍ଧ,୨/୯ - ବୌଦ୍ଧ ଜିଲ୍ଲାରେ ଆଜି ପୁଣି ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଚିହ୍ନଟ ହୋଇଥିବା ୩୬ ଜଣଙ୍କ ମଧ୍ୟରୁ ୯ଜଣ କରୋନା ଯୋଦ୍ଧା ରହିଛନ୍ତି । ଏହି କରୋନା ଯୋଦ୍ଧାମାନେ ହେଲେ ଅଗ୍ନିଶମ ବିଭାଗର ୩ଜଣ,
Read More...

ଗଜପତିରେ ପୁଣି ୨୭ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୭ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୁମ୍ମା ବ୍ଲକରୁ ୨ ଜଣ ଗୋଶାଣି ବ୍ଲକରୁ ୪ ଜଣ କାଶୀନଗର ବ୍ଳକରୁ ୪ଜଣ, ପାରଲା ପୌର ପରିଷଦରୁ ୧୧ ଜଣ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ୨ ଜଣ, ଆର
Read More...

ସମ୍ବଲପୁରରେ ଆଜି ନୂଆ ୭୮ ଜଣ ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି

ସମ୍ବଲପୁର,୨/୯- ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି । ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ସାମନାକୁ ଆସିବା ଓ ଏବିଷୟରେ ସ୍ଥାନୀୟ ବିଧାୟକ
Read More...