ଆବୁଧାବିର କ୍ୱାରେଣ୍ଟାଇନ୍ ନିୟମକୁ ନେଇ ଅଡୁଆରେ କେକେଆର୍
ଆବୁଧାବି : ଆଇପିଏଲ୍-୨୦୨୦ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଇତିମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଦୁବାଇରେ ପହଞ୍ଚି ସାରିଛନ୍ତି । ତେବେ ଆବୁଧାବିର ୧୪ଦିନିଆ କ୍ୱାରେଣ୍ଟାଇନ୍ ନିୟମକୁ ନେଇ ଏହି ଦୁଇ ଦଳ ଏବେ ଅଡୁଆରେ ପଡ଼ିଛନ୍ତି । ବାକି ଛଅଟି!-->…
Read More...
Read More...