ଗଛକୁ ଧକ୍କା ଦେଲା ବାଇକ, ଜଣେ ଗୁରୁତର
ବୌଦ୍ଧ,୨୫/୮- ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ମାର୍ଦିଙ୍ଗ ନିକଟରେ ଗତକାଲି ଅପରାନ୍ହରେ ଗୋଟିଏ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାନ୍ହରେ କନ୍ଧମାଳ ଜିଲ୍ଲା ଖଜୁରି ପଡା ଗ୍ରାମର ରାମକୃଷ୍ଣ ବେହେରା!-->…
Read More...
Read More...