ପେଞ୍ଜିସାହି ଫୁଲବାଣୀ ଠାରେ ୭୪ ତମ ସ୍ୱାଧୀନତା ଦିବସ ପାଳନ

ଫୁଲବାଣୀ,୧୫/୮: ସ୍ଥାନୀୟ ପେଞ୍ଜିସାହି ଗ୍ରାମ୍ୟ କମିଟି ଓ ଜିଲ୍ଲା ଘାସି ସମାଜ କଲ୍ୟାଣ କମିଟି ଆନୁକୂଲ୍ୟରେ ପେଞ୍ଜିସାହି ଠାରେ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଚଳଚିତ୍ର ଅଭିନେତା ତଥା କଣ୍ଠଶିଳ୍ପୀ ଶ୍ରୀ ଜଳନ୍ଧର ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହାର ଏକ ପରବର୍ତ୍ତୀ
Read More...

ଭୀମ ପାହାଡରେ ବୃକ୍ଷରୋପଣ

ବୌଦ୍ଧ,୧୫/୮- ପବିତ୍ର ସ୍ୱାଧୀନତା ଦିବସ ଅବସରରେ ହରଭଙ୍ଗା ବ୍ଲକ୍‌ କେଲାକଟା ଗ୍ରାମସ୍ଥିତ ଭୀମ ପାହାଡରେ ଭଗବାନ ଗୌତମ ବୁଦ୍ଧ ଶାନ୍ତି ପରିଷଦ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ବିଶ୍ୱଜିତ
Read More...

ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର

ବୌଦ୍ଧ,୧୫/୮ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଉପଦେଷ୍ଟା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାର
Read More...

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୭୪ ତମ ସ୍ୱାଧିନତା ଦିବସ ପାଳିତ

ବୌଦ୍ଧ,୧୫/୮- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ମହାନ୍ତି ତାଙ୍କ ଅଭଭାଷଣରେ କରୋନାରୁ ମୁକ୍ତି ପାଇବା ପାଇଁ ସବୁ ପ୍ରକାର ନିୟମ ସରକାରଙ୍କ
Read More...

ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ବୌଦ୍ଧରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ,୧୫/୮ : ବୌଦ୍ଧସ୍ଥିତ ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ପରିସରରେ ଆଜି ପବିତ୍ର ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ଜାତୀୟ ପତାକା ଉତ୍ତୋଳନ କରିବାସହିତ ଉଦବୋଧନ ଦେଇଥିଲେ । ଚଳିତବର୍ଷ କୋଭିଡ-୧୯ କଟକଣା ଯୋଗୁଁ ବିନା ଛାତ୍ରଛାତ୍ରୀରେ
Read More...

ଗଜପତିରେ ପୁଣି 68 ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତିରେ ପୁଣି 68 ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗୋଶାଣୀରୁ 9 ଜଣ, ଗୁମ୍ମା ବ୍ଳକରୁ 4ଜଣ,ପାରଳାପୌର ପରିଷଦରୁ 22 ଜଣ, କାଶୀ ନଗର ବ୍ଳକରୁ 9,ଆର ଉଦୟଗିରି ବ୍ଲକରୁ 10 ଜଣ ମୋହନା ବ୍ଳକରୁ 6 ଜଣ, ନୂଆଗଡ଼ ବ୍ଳକରୁ 8 ଜଣ, ଚିହ୍ନଟ ହୋଇଛନ୍ତି। ପଜିଟିଭି
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ୱାରା ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର,୧୫/୮ : ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ୱାରା ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ରୁମା ଦେ ପତାକା ଉତ୍ତୋଳନ କରିଥିଲେ । ଏହି ସମାରୋହରେ ଭାରତୀୟ ଷ୍ଟେଟବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀ
Read More...

ଜୟତରୁଣ ଯୁବକ ସଂଘ ପକ୍ଷରୁ ୭୪ତମ ସ୍ୱାଧିନତା ଦିବସ ପାଳିତ

ଖପ୍ରାଖୋଲ,୧୫/୮ - ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଜୟତରୁଣ ଯୁବକ ସଂଘ ପକ୍ଷରୁ ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସାମ୍ବାଦିକ ଗୋରେଖନାଥ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । କରୋନା କଟକଣା ହେତୁ ସମସ୍ତେ
Read More...

ବୌଦ୍ଧ : ଆଜି ରେକର୍ଡ କଲା କରୋନା, ଗୋଟିଏ ଦିନରେ ଗୋଟିଏ ଗାଆଁରୁ ୧୧୫

ବୌଦ୍ଧ,୧୫/୮ : ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୫୦ ପାର କରିଥିବାବେଳେ କେବଳ ବୌଦ୍ଧବ୍ଲକ ନାରାୟଣ ନଗର ଗ୍ରାମରୁ ହିଁ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୧୫ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ନାରାୟଣ ନଗର ଗ୍ରାମରେ ପ୍ରତ୍ୟେକ
Read More...

ଆଜି ୮୧ ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୯ ହେଲା

ସମ୍ବଲପୁର : ଆଜିକାର ୮୧ ଜଣ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୧୪୦୯ ରେ ପହଞ୍ଚିଛି । ଗତ ଚାରିଦିନ ଧରି ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ସାମାନ୍ୟ କମିଥିବା ପରେ ଆଜି ହଠାତ ଏହା ଲମ୍ଫଦେଇ ୮୧ ହୋଇ ଯିବାରୁ ଲୋକଙ୍କ ମନରେ ଛନକା ପଶି ଯାଇଛି । ପୂର୍ବ
Read More...