ବାଉଁଶୁଣୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ/ବାଉଁଶୁଣୀ,୧୫/୮: ବୌଦ୍ଧବ୍ଲକ ଅନ୍ତର୍ଗତ ବାଉଁଶୁଣୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳଙ୍କ ତତ୍ତ୍ୱାବଧାନରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିନା ଛାତ୍ରଛାତ୍ରୀରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ
Read More...

ବୌଦ୍ଧ: ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ,୧୫/୮: ଆଜି ସ୍ଥାନୀୟ ପ୍ୟାରେଡ ପଡିଆଠାରେ କୋଭିଡ କଟକଣାରେ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲାପାଳ ଏହି ଅବସରରେ ଆମ ଦେଶର ସ୍ୱାଧୀନତା
Read More...

ଗୋଟିଏ ପରିବାରର ତିନିଜଣଙ୍କ ପ୍ରାଣ ନେଲା କରୋନା

ସମ୍ବଲପୁର :ସମ୍ବଲପୁରରେ କରୋନାର ହଟସ୍ପଟ ସାଜିଥିବା ଷ୍ଟେସନ ପଡ଼ାରେ ଗୋଟିଏ ପରିବାରର ତିନି ଜଣଙ୍କ ପ୍ରାଣ ଗଲାଣି ଓ ଏହି ତିନୋଟି ଯାକ ପ୍ରାଣ ନେଇଛି କରୋନା, ଯାହାକି ଏଠାରେ ସର୍ବତ୍ର ଚର୍ଚ୍ଚାର ବିଷୟ ସୋଇଛି । ସେମାନଙ୍କ ମଧ୍ୟରୁ ଏଠାକାର ଜଣେ ଲୋକପ୍ରିୟ ସରକାରୀ ଚିକିତ୍ସକ ଡ଼ା କୁଳମଣି
Read More...

ସୋନପୁର ଠାରେ ୭୪ତମ ସ୍ୱାଧିନତା ଦିବସ ପାଳିତ

ସୋନପୁର : ସୋନପୁର ଜିଲ୍ଲା ପୋଲିସ ପଡିଆ ଠାରେ ଆଜି ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଯୋଗଦେଇ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିବାସହ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧିନତା ଆନ୍ଦୋଳନ ସମୟର
Read More...

ପ୍ରବଳ ବର୍ଷା ସତ୍ତ୍ୱେ ଉତ୍ସାହ ଓ ଉଦ୍ଦୀପନାର ସହିତ ସ୍ୱାଧୀନତା ଦିବସ ପାଳିତ

ସମ୍ବଲପୁର :ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କଚେରିଛକ ପାଖ ମୁଖ୍ୟ ସଡ଼କ ଠାରେ ଆଜି ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ରେ ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଅଭିରାମ ସାହୁ ମୁଖ୍ୟ ଅତିଥି ରୂପେ ସାମିଲ ହୋଇ ଜାତୀୟ ପତାକା ତିରଙ୍ଗା ଉତ୍ତୋଳନ
Read More...

କଟକଣା ମଧ୍ୟରେ ପାଳନ ହେଲା ୭୪ତମ ସ୍ବାଧିନତା ଦିବସ

ବାଲିଗୁଡ଼ା: କଟକଣା ଓ ସାମାଜିକ ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ କମିଟି ପକ୍ଷରୁ ୭୪ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ଅଭିବାଦନ ଗ୍ରହଣ କରିଥିଲେ । ମହାମାରୀ
Read More...

ଷ୍ଟେଟ ବ୍ୟାଙ୍କର ଦୁଇଟି ଶାଖା ଓ ୨୮ଟି ଜିଲ୍ଲାରେ ସେଲ୍ସ ହବ୍‌ ଉଦଘାଟିତ: ମିଶନ ଶକ୍ତିର ମାମାନଙ୍କୁ ବିନା ସୁଧରେ ଋଣ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ଜରିଆରେ ଭୁବନେଶ୍ୱର ଓ କଟକରେ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆର ଦୁଇଟି ନୂତନ ଶାଖା ସହିତ ୨୮ ଜିଲ୍ଲାରେ ୨୮ଟି ଡିଷ୍ଟ୍ରିକ୍ଟ ସେଲ୍ସ ହବ୍‌ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ
Read More...

ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ପ୍ରସଙ୍ଗ, ଦ୍ୱନ୍ଦ୍ୱରେ ଶିକ୍ଷକ ଶିକ୍ଷୟତ୍ରୀ

ବୌଦ୍ଧ,୧୪/୮ - କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ବିଦ୍ୟାଳୟ ମାନଙ୍କରେ ବିନା ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯିବ । ଏ ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାର୍ଗଦର୍ଶିକା ଜାରି କରିଛି । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ
Read More...

ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟ ସୁନୀଲ ମିଶ୍ର ପାଇବେ ରାଷ୍ଟ୍ରପତିଙ୍କ ପୋଲିସ୍‌ ମେଡାଲ୍‌

ବୌଦ୍ଧ,୧୪/୮ - ୭୪ ତମ ସ୍ୱାଧୀନତା ଦିବସ ଅବସରରେ ବିଶିଷ୍ଟ ସେବା ପାଇଁ ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟ ସୁନୀଲ କୁମାର ମିଶ୍ରଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ସହିତ ସମ୍ମାନିତ କରାଯିବ । ଶ୍ରୀ ମିଶ୍ର ଜଣେ ମ୍ୟାନେଜମେଣ୍ଟ ପୋଷ୍ଟ ଗ୍ରାଜୁଏଟ୍‌, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ୧୯୮୪-ବ୍ୟାଚ୍‌
Read More...

ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ

ଫୁଲବାଣୀ,୧୪/୮- ଆନ୍ତର୍ଜାତୀୟ ଦିବସ ପାଳନ ଅବସରରେ ଘୁ.ଉଦୟଗିରି ବ୍ଲକ, ରଟିଙ୍ଗିଆ ଗ୍ରାମପଞ୍ଚାୟତର ଅନ୍ତରଙ୍ଗ ଯୁବ ମହାସଂଘ ଆଜି ଏକତ୍ରିତ ହୋଇ କରୋନା ମହାମାରୀର ସତର୍କର ବାର୍ତ୍ତା ବାଣ୍ଟିବା ସହିତ ଶିଶୁ ଶିକ୍ଷାକୁ ଉତ୍ସାହିତ କରିବା ପାଇଁ ଗାଁ ଗାଁରେ ସଚେତନତା କରାଯାଇଛି। ଏହା ସହିତ
Read More...