ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଟ୍ରକ

ବୌଦ୍ଧ : ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ଥାନା ଆଡଣିଗଡ ଫାଣ୍ଡି ଅନ୍ତର୍ଗତ ରାଣୀଗଞ୍ଜ ନିକଟରେ ଏକ କେବୁଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଗୋଟିଏ କେବୁଲ ବୋଝେଇ ଆଇଚର୍
Read More...

ବୌଦ୍ଧ: ଆଜି ପୁରୁଣାକଟକରୁ ୪ ଓ ନାରାୟଣ ନଗରରୁ ୧ ପଜିଟିଭ ଚିହ୍ନଟ

ବୌଦ୍ଧ, ୧୪/୮ - ଆଜି ବୌଦ୍ଧ ଜିଲ୍ଲାରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ୨୫୨ ଜଣ ଓ ଆଜିର ୫ କରୋନା ପଜିଟିଭ ସଂଖ୍ୟା ମିଶାଇଲେ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୨୫୭ ରେ ପହଞ୍ଚିଲା । ଆଜି ଯେଉଁ ୫ ଜଣ
Read More...

ବର୍ଷାରେ ଘର ଭାଙ୍ଗିଲା ସହାୟତା ହାତ ବଢାଇଲେ ସରପଞ୍ଚ

ଖପ୍ରାଖୋଲ,୧୪/୮- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଭାନୁପୁର ପଞ୍ଚାୟତ ବୁରୋମାଲ ଗାଁର ଶ୍ରୀକର ଭୋଇଙ୍କ ଅଦିନିଆ ବର୍ଷା ଯୋଗୁଁ ଘର ସଂପୂର୍ଣ୍ଣ ଭାବେ ଭାଙ୍ଗିି ପଡ଼ିଥିବା ଦେଖିବାକୁ ମିଳିଛି । ଫଳରେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ସରପଞ୍ଚ ତ୍ରିନାଥ ବାରିକ
Read More...

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର

ବୌଦ୍ଧ/ଜହ୍ନାପଙ୍କ,୧୪/୮- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପିତ୍ତ ଛତ୍ରଙ୍କ ଚାଳ ଛପର ଘର ଗତ ବିଳମ୍ବିତ ରାତିରେ ଲଘୁଚାପଜନିତ ବର୍ଷାରେ ଏକ କାନ୍ଥ ଭାଙ୍ଗିଯାଇଛି । ତେବେ ଘରେ ଶୋଇଥିବା ପରିବାରର ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ
Read More...

ପୁଣି ରାଜ୍ୟରେ ୧୯୭୭ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୧୪ ।୮: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ
Read More...

ଜିଲ୍ଲାରେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଂ ପାଇଁ ଲମ୍ବାଲାଇନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ସକାଶେ ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା ଓ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସହରବାସୀ ମଧ୍ୟ ଜିଲ୍ଲା ପ୍ରଶାସନକୁ ସହଯୋଗ କରି
Read More...

କୋଭିଡ-୧୯ ଉପରେ ସଚେତନତା କଲେ ଲିଙ୍ଗରାଜ ପାଣିଗ୍ରାହୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଳକର ବୁଦୁରା ଗ୍ରାମ ପଞ୍ଚାୟତର ବଥବା ଗ୍ରାମରେ ହେଲପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଲିଙ୍ଗରାଜ ପାଣିଗ୍ରାହୀ କୋଭିଡ-୧୯ ଉପରେ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କୋଭିଡ-୧୯ ସଚେତନତା କରାଇଛନ୍ତି । ମାସ୍କ ପିନ୍ଧିବା, ସାମାଜିକ
Read More...

ମୁଣ୍ଡାଗାଁ ଡ୍ୟାମରୁ ଅଜଣା ମହିଳା ମୃତଦେହ ଉଦ୍ଧାର

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ବେଲପଡା ଥାନାର ଆଜି ମୁଣ୍ଡାଗାଁ (ଦର୍ଲିମୁଣ୍ଡା) ଅଜଣା ମହିଳା ମୃତଦେହ ଉଦ୍ଧାର କରିଛି ବେଲପଡା ପୁଲିସ । ମୃତ ମହିଳାଙ୍କ ବୟସ ପାଖାପାଖି ୩୫ବର୍ଷ ହେବାର ଅନୁମାନ କରାଯାଇଛି । ଏ ଯାଏଁ ତା\'ର ପରିଚୟ ମିଳନ ଥିବା ବେଳେ ତାକୁ କେହି ହତ୍ୟା କରି ପାଣିରେ
Read More...

ଜିଲ୍ଲାରେ ବିଜୁ କୃଷକ ଯୋଜନା ଫେଲ୍ !

ବୌଦ୍ଧ,୧୪/୮ - କୋଟି କୋଟି ଟଙ୍କା ବ୍ୟୟ କରି ବିଜୁ କୃଷକ ଯୋଜନା ମାଧ୍ୟମରେ ଜଳ ସେଚନର ସୁବିଧା ଯୋଗାଇବା ପାଇଁ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ ସରକାର ବୌଦ୍ଧ ଜିଲ୍ଲାରେ ଆରମ୍ଭ କରାଇଥିଲେ l ଓଡିଶା ଉଠା ଜଳ ସେଚନ ନିଗମ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ଅନେକ ଚାଷୀ ଆବେଦନ କରି ଏ ଯୋଜନାରେ
Read More...

ଲୋକନାଥ ହତ୍ୟାକାଣ୍ଡ ମାମଲା, ଗୃହ ବିଭାଗକୁ ଚିଠି ଲେଖିଲେ ଜିଲ୍ଲାପାଳ

ବୌଦ୍ଧ,୧୪/୮ – କଣ୍ଟାମାଳ ଥାନା ଖମନମୁଣ୍ଡା ଗ୍ରାମ ପଂଚାୟତର ବିଜେପି କର୍ମୀ ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ବିଜେପିର ସିବିଆଇ ଦାବି ସଂପର୍କରେ ଜିଲ୍ଲାପାଳ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନିକଟକୁ ଗତକାଲି ଚିଠି ଲେଖିଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୃତକଙ୍କ
Read More...