ଭିମସାରରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ଭିମସାରରେ ଗତକାଲି ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି, ଅବଶ୍ୟ ସେ ୨୨ ବର୍ଷୀୟ ଯୁବକ ଜଣକ ସମ୍ବଲପୁର ଜିଲ୍ଲା ନିବାସୀ ନ ହୋଇ ବରଗଡ଼ରୁ ଆସିଥିବା ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ରାଜଘାଟଠାରେ ତାଙ୍କର ଦାହ ସଂସ୍କାର କରାଯାଇ ଏ ବିଷୟରେ ବରଗଡ଼କୁ
Read More...

ଚକ ଦବିଯାଇ ଓଲଟିଲା ମାଟି ବୋଝେଇ ହାଇୱା

ବୌଦ୍ଧ,୧୩/୮ - ବୁଟୁପାଲି-ବଘିଆପଡା ରାସ୍ତାର ତେତେଲେଙ୍ଗା ମାତା ମଠ ନିକଟରେ ଆଜି ଦିନ ପ୍ରାୟ ଘ ୧୧. ୩୦ ମିନିଟ ସମୟରେ ଏକ ମାଟି ବୋଝେଇ ହାଇୱା ରାସ୍ତା କଡରେ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବଘିଆପଡା ପୂର୍ତ୍ତବିଭାଗ ରାସ୍ତା କାମ କରୁଥିବା ଠିକା ସଂସ୍ଥା
Read More...

ସୁବର୍ଣ୍ଣପୁର : ଆଜି ପୁଣି ୬କରୋନା ରୋଗୀ ଚିହ୍ନଟ

ସୋନପୁର : ଗତକାଲି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା୨୩୭ ଥିବାବେଳେ ଆଜି ପୁଣି ୬ ଜଣ ଚିହ୍ନଟ ହୋଇ ତାହା ବଢ଼ି ୨୪୩ ରେ ପହଞ୍ଚିଛି । ନୂତନ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଡୁଙ୍ଗୁରିପାଲି ବ୍ଲକର ଜଣେ ୪୩ ବର୍ଷିୟା ମହିଳା ଓ ସେ ଡାକ୍ତରଖାନାରେ କର୍ତ୍ତବ୍ୟରତ ଜଣେ
Read More...

ନୂଆଁଖାଇ ପାଇଁ ଲଗ୍ନ ସ୍ଥିର

ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ପଂଚରା ଅଂଚଳ ଲୋକଙ୍କ ପାଇଁ ଲଗ୍ନ ସ୍ଥିରକଲା ପଣ୍ଡିତ ମହାସଭାସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲା ପଂଚରା ଅଂଚଳ ପାଇଁ ଆଜି ନବାନ୍ନ ଲଗ୍ନ ସ୍ଥିର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ପଣ୍ଡିତ ସଭା ପକ୍ଷରୁ ରାଜବାଟୀ ପରିସର ଜଗନ୍ନାଥ
Read More...

+୨ ବିଜ୍ଞାନରେ କିସ୍‍ର ସଫଳତା

ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର +୨ ବିଜ୍ଞାନ ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନସେସ୍‍ (କିସ୍‍)ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସମଗ୍ର ଓଡ଼ିଶାରେ +୨ ବିଜ୍ଞାନରେ
Read More...

ଯୁବ ବିଜେଡିର ରକ୍ତଦାନ ଶିବିର

ପାରଳାଖେମୁଣ୍ଡି,୧୩/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଯୁବବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରକ୍ତଭଣ୍ଡାର ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ରକ୍ତହୀନତାରୁ ଅନେକ ଲୋକ ଅକାରଣରେ
Read More...

ନେହେରୁ ଯୁବ କେନ୍ଦ୍ରପକ୍ଷରୁ ବୃକ୍ଷରୋପଣ ଓ କରୋନା ସଚେତନତା

ପାରଳାଖେମୁଣ୍ଡି,୧୩/୮- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ୭ଟିବ୍ଳକରେ ନେହେରୁ ଯୁବ କେନ୍ଦ୍ର ସହାୟତାରେ ବୃ ରୋପଣ ଓ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏଥି ସକାଶେ ନେହେରୁ ଯୁବ
Read More...

ବଲାସିଙ୍ଗାର ୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ

ବୌଦ୍ଧ,୧୩/୮ – ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଂଚାୟତ ବଲାସିଙ୍ଗା ଗ୍ରାମରୁ ଗତ ୬ ତାରିଖରେ ୩ ଜଣଙ୍କ ସ୍ୱାବରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ସମସ୍ତ ତିନି ଜଣ ଆକ୍ରାନ୍ତଙ୍କୁ ତହିଁ ପର ଦିନ ଅର୍ଥାତ୍‌ ୭ ତାରିଖ ସକାଳେ କୋଭିଡ ହେଲଥ ସେଣ୍ଟରକୁ
Read More...

ଦକ୍ଷିଣ ପୂର୍ବ ସମ୍ଭାଗ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ୱାରା ଆଲୋଚିତ ନୂତନ ଶିକ୍ଷା ନୀତି

ଫୁଲବାଣୀ:ଶିକ୍ଷା ବିକାଶ ସମିତି ଓଡ଼ିଶା(ଦକ୍ଷିଣ ପୂର୍ବ ସମ୍ଭାଗ)ର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ତା୧୧/୦୮/୨୦ରିଖ ଅପରାହ୍ନ ୪ଟା ସମୟରେ ଜୁମ ଆପ ମାଧ୍ୟମରେ ଆୟୋଜନ କରାଯାଇଥିଲା ।ଉକ୍ତ ଆଲୋଚନା ରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୧୮ଜଣ ସଦସ୍ୟ ଭାଗନେଇ "ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦"
Read More...

ବାଇକ ଦୁର୍ଘଟଣାରେ ନିୟୁଜ7 କ୍ୟାମେରା ମେନ ରାଜୁଙ୍କ ମୃତ୍ୟୁ

ଫୁଲବାଣୀ:ବାଇକ୍‌ ଦୁର୍ଘଟଣାରେ ଆଜି ଫୁଲବାଣୀ ନିଉଜ7 ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ରାଜୁ ନାୟକଙ୍କ ମୃତ୍ୟୁ ହୋଇଛି। ଜନ୍ମାଷ୍ଟମୀରେ ତାଙ୍କ ଭଉଣୀ ଘରକୁ ଆସିଥିଲେ। ଭଉଣୀ ଶାଶୁଘର ଖଜୁରିପଡାରେ ରାଜୁ ତାଙ୍କୁ ଛାଡି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଏକ ଗଛ ଦେହରେ
Read More...