ସୁବର୍ଣ୍ଣପୁର : ଉଦବେଗଜନକ ସ୍ଥିତିରେ ସ୍ଥାନୀୟ ସଂକ୍ରମଣ, ଦ୍ୱିଶତକ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ସୋନପୁର: କରୋନା ନିୟନ୍ତ୍ରଣରେ ସୁବର୍ଣ୍ଣପୁର ଜିଲ୍ଲାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିଶେଷ କରି ସ୍ଥାନୀୟ ସଂକ୍ରମଣ ଯେଭଳି ଭାବେ କାୟା ବିସ୍ତାର କରୁଛି ତାହା ଉଭୟ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଜିଲ୍ଲାର
Read More...

ସମ୍ବଲପୁର ଜିଲ୍ଲାରେ ଆଜି ୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଉ ୩୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବିଷୟରେ ଆଜି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏହା ସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ପଜିଟିଭ ଚିହ୍ନଟଙ୍କ ମୋଟ ସଂଖ୍ୟା ୧୨୩୧ରେ ଯାଇ ପହଞ୍ଚିଛି । ଗତକାଲି ଜଣେ ପୁଲିସ ସିପାହୀଙ୍କ କରୋନାରେ ମୃତ୍ୟୁ ପରେ ସମଗ୍ର
Read More...

ରାଜ୍ୟରେ ୨୪ ଘଣ୍ଟାରେ ୧୮୭୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୬୭୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଭିମସାର କୋଭିଡ ଯୋଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର କେୟାର ସେଣ୍ଟର

ସମ୍ବଲପୁର : ସମଗ୍ର ପଶ୍ଚିମାଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରରେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ପାଇଁ ଏକ ସ୍ୱତନ୍ତ୍ର କେୟାର ସେଣ୍ଟର ଆଜିଠାରୁ କାର୍ଯ୍ୟକାରୀ ହେବ ଓ ଏଥିପାଇଁ ବୁର୍ଲା ଅଗ୍ନିଶମ ବିଭାଗ ନିକଟସ୍ଥ ରେଣ୍ଟାଲ ହାଉସିଂ କମ୍‌ପ୍ଲେକ୍ସକୁ ଚିହ୍ନିତ କରାଯାଇଛି । ଏହା
Read More...

ବୌଦ୍ଧ: ନାରାୟଣନଗର ଗ୍ରାମରୁ ଆଜି ପୁଣି ୧୦ ପଜିଟିଭ ଚିହ୍ନଟ, ଗାଆଁରେ ପହଞ୍ଚିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

ବୌଦ୍ଧ,୧୨/୮ : ଆଜି ଜିଲ୍ଲାରେ ପୁଣି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତ ପଜିଟିଭ ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମ୍‌ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ
Read More...

ଟ୍ରକ୍ ସହ ଗଞ୍ଜେଇ ଜବତ,ଡ୍ରାଇଭର ଗିରଫ

ବାଲିଗୁଡ଼ା: ଟ୍ରାନ୍ସପୋର୍ଟ ସଂସ୍ଥାର ଟ୍ରକରୁ ୨୦କେଜି ୫୦୦ ଗ୍ରାମର ଗଞ୍ଜେଇ ଜବତ କଲା ପୋଲିସ୍ । ଗଞ୍ଜେଇ ସହ ଟ୍ରକ ଜବତ କରି ଡ୍ରାଇଭର ସାଧୁଚରଣ ମହାପାତ୍ରଙ୍କୁ କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ କରୋନାକୁ ନେଇ ବିଭିନ୍ନ କଟକଣା ଜାରି ହୋଇଥିବା ବେଳେ ନିଶା
Read More...

ଝାରସୁଗୁଡ଼ାର ଶତାଧିକ ଚାଷୀଙ୍କୁ ବେଦାନ୍ତ ଦ୍ୱାରା ଫଳ ଚାରା ବଣ୍ଟନ

ଝାରସୁଗୁଡା: ନିକଟରେ ବେଦାନ୍ତ ଘରପାଖରେ ବଗିଚା ସୃଷ୍ଟି କରିବା ପାଇଁ ଚାଷୀମାନଙ୍କୁ ଏକ ହଜାରରୁ ଅଧିକ ଉତ୍କୃଷ୍ଟ ମାନର ଫଳ ଚାରା ଯୋଗାଇ ଦେଇଛି। କମ୍ପାନୀର ଜୀବିକ ସଂବୃଦ୍ଧି ପକଳ୍ପ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଦୁଇଟି ଲକ୍ଷ ରହିଛି। ଏକପଟେ ଏଥିରୁ ଅମଳ ହୋଇଥିବା ପୁଷ୍ଟିକର ଫଳ ଏବଂ
Read More...

କେଉଁଟିପାଲିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ - କଣ୍ଟାମାଳ ବ୍ଲକ୍ କୁଲୁତାଜୋର୍ ଗ୍ରାମ୍ ପଂଚାୟତ ଅନ୍ତର୍ଗତ କେଉଁଟିପାଲି ଗ୍ରାମ ମଧ୍ୟରୁ କରୋନା ପଜିଟିଭ ବାହାରିଥିବା ଜଣା ପଡିବା ପରେ ସରପଞ୍ଚ ପଦ୍ମାବତୀ ରଣା ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ଗତକାଲି ସନ୍ଧ୍ୟା 7 ଘଣ୍ଟା ଠାରୁ ଆସନ୍ତା 14 ତାରିଖ
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା

ବୌଦ୍ଧ - ମଙ୍ଗଳବାର ରାତି ପ୍ରାୟ ଘ 9. 30 ମିନିଟ ସମୟରେ ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ମହୀନ୍ଦ୍ରା ଟିୟୁଭି କାର୍ ଓଡି33 8206 ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି l ଗାଡିଟି ତିଲେଶ୍ୱର ପଟରୁ ପେଟ୍ରୋଲ୍ ପମ୍ପ ଆଡକୁ ଆସୁଥିବା ବେଳେ
Read More...

ଚିଲାଖଣ୍ଡି ପୋଲ ଉପରେ ଦୁର୍ଘଟଣା, ସାତ ଘଣ୍ଟା ଧରି ରାସ୍ତା ଜାମ୍

ବୌଦ୍ଧ - ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍ 57 ର ହରେକୃଷ୍ଣପୁର ଗ୍ରାମ ନିକଟରେ ଚିଲାଖଣ୍ଡି ପୋଲ ଉପରେ ଗୋଟିଏ ଇଟା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାୟ ସାତ ଘଣ୍ଟା ଧରି ଜାତୀୟ ରାଜପଥ ଜାମ୍ ହୋଇ ଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ରାତି
Read More...