ଚିପ୍ସ ପ୍ୟାକେଟ ନେଲା ୪ ବର୍ଷ ଶିଶୁର ଜୀବନ

ଫୁଲବାଣୀ: ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅତି ସୌଖିନ ଖାଦ୍ୟ ପାଲଟିଛି ଚିପ୍ସ ସମ୍ବନ୍ଧୀୟ ଖାଦ୍ୟ l ପିଲାମାନେ ସକାଳୁ ଉଠି ନିତ୍ୟକର୍ମ ସାରି ପାଠ ପଢି ବାହାରିଲା ମାତ୍ରକେ ବିଭିନ୍ନ ନାମରେ ଥିବା ଜରି ପ୍ୟାକେଟ ଚିପ୍ସ ଧରି ଖାଇ ଖାଇ ଟିଉସନ ଏବଂ ସ୍କୁଲକୁ ଯାଉଥିବା
Read More...

ଝାରସୁଗୁଡାରେ ପହଞ୍ଚିଲେ ରାଷ୍ଟ୍ରପତି

ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ
Read More...

ମୁଖ୍ୟମନ୍ତ୍ରୀ ଭାବେ୧୦ମ ଥର ପାଇଁ ଶପଥ ନେଲେ ନୀତୀଶ

ପାଟନା-ଆଜି ବିହାରରେ ୧୦ମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଶପଥ ଉତ୍ସବରେ ପ୍ରଧାନମମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ନୀତିଶ କୁମାରଙ୍କ ସହ ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା
Read More...

ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲିବ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ବି ଦାୟିତ୍ୱ ଦିଆଯାଇଛି। ପଞ୍ଜୀକୃତ ସମସ୍ତ ଚାଷୀଙ୍କଠାରୁ
Read More...

ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ନିର୍ବାଚିତ

ପାଟନା- ବିହାରରେ ନୂତନ ସରକାର ଗଠନ ପ୍ରକ୍ରିୟା ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ଏନଡିଏ ବିଧାୟକ ଦଳ ନେତା ଭାବେ ନୀତିଶ କୁମାର ନିର୍ବାଚିତ ହେବ ପରେ ବିଜେପି ବିଧାୟକ ଦଳର ନେତା ଭାବେ ସମ୍ରାଟ ଚୌଧୁରୀ ଓ ଉପନେତା ଭାବେ ବିଜଯ ସିହ୍ନା ନିର୍ବାଚିତ ହୋଇଛନ୍ତି । ସେଇଭଳି ସମ୍ରାଟ ଚୌଧୁରୀ ଓ
Read More...

ବିଶ୍ୱବ୍ୟାପୀ ୧୧୪ ନିୟୁତ ପିଲା ଉଚ୍ଚ ରକ୍ତଚାପରେ ପ୍ରଭାବିତ, ଜାଣନ୍ତୁ ଏହାର କାରଣ ଓ ପ୍ରତିରୋଧ

ଏହି ଶତାବ୍ଦୀ ଆରମ୍ଭରୁ ପିଲାମାନଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପର ପ୍ରଚଳନ ଦ୍ୱିଗୁଣିତ ହୋଇଛି। ଅନେକ ପିଲା ସ୍ପଷ୍ଟ ଲକ୍ଷଣ ଦେଖାନ୍ତି ନାହିଁ, ଯାହା ଫଳରେ ଅବସ୍ଥା ଧୀରେ ଧୀରେ ଖରାପ ହୋଇଯାଏ। କିଶୋରାବସ୍ଥାରେ ପ୍ରବେଶ କରିବା ପୂର୍ବରୁ ମଧ୍ୟ ସେମାନେ ହୃଦୟ, କିଡନୀ ଏବଂ ଷ୍ଟ୍ରୋକ୍ ଭଳି ଗମ୍ଭୀର
Read More...

ପ୍ରେମରେ ପଡିଲେ ହାର୍ଦ୍ଦିକ, ନୂତନ ପ୍ରେମିକାଙ୍କ ସହ ହେଲେ ରୋମାଣ୍ଟିକ

ନୂଆଦିଲ୍ଲୀ। ଟିମ୍ ଇଣ୍ଡିଆର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ନୂତନ ପ୍ରେମିକା ମାହିକା ଶର୍ମାଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାହିକା ଶର୍ମାଙ୍କ ସହ
Read More...

ନୀତିଶ ଜେଡିୟୁର ବିଧାୟକ ଦଳ ନେତା ନିର୍ବାଚିତ

ପାଟନା- ବିହାରରେ ନୂତନ ସରକାର ଗଠନ ପାଇଁ ଆଜି ଏନଡିଏର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନୀତିଶ ଜେଡିୟୁର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସଂଖ୍ୟା ଗରିଷ୍ଠତା ପାଇଁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସ୍ଥିର ହୋଇଛି । ଆଗାମୀ କାର୍ଯ୍ୟସୂଚୀ ଅନୁସାରେ ଆଜି ରାଜ୍ୟପାଳ
Read More...

ରାଜ୍ୟରେ କମିବ ଥଣ୍ଡା, ବଢିବ ରାତି ତାପମାତ୍ର

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ ଏବଂ ସମତଳ ଅଞ୍ଚଳଗୁଡିକରେ ଶୀତ ଲହରୀ ଜାରି ରହିଥିଲା। ଗତ ୨୪ଘଣ୍ଟା ମଧ୍ୟରେ ଅନେକ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ଫଳସ୍ବରୂପ ଶୀତ ପ୍ରକୋପ ସାମାନ୍ୟ କମିଛି। ଭୁବନେଶ୍ବର ପାଣିପାଗ
Read More...

ଜିଲ୍ଲା ସ୍ତରୀୟ 72 ତମ ସମବାୟ ସପ୍ତାହ ପାଳିତ, ଯୋଗଦେଲେ ସାଂସଦ ଓ ବିଧାୟକ

ବୌଦ୍ଧ - ବୌଦ୍ଧ ସହର ବୁଟୁପାଲି ସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ 72 ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବିଶିଷ୍ଟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର
Read More...