ରାଧା କୃଷ୍ଣ ମନ୍ଦିର ଆଜି ସମ୍ପୂର୍ଣ୍ଣ ଶୁନସାନ

ଫୁଲବାଣୀ:ସ୍ଥାନୀୟ ପୋଲିସ ରିଜର୍ଭ ପଡିଆ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିର ଆଜି ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଛି ନା ଅଛି ଭକ୍ତଙ୍କ ଭିଡ଼ ନା ଶୁଭୁଛି କୋଳାହଳ।କୋଭିଡ ୧୯ର ନିୟମ ଅନୁଯାୟୀ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନିଷେଧ କରାଯାଇଥିଲା ।ପ୍ରତିବର୍ଷ ଏଠାରେ ଜନ୍ମଷ୍ଟାମୀ
Read More...

ପୁଣି ଲଜ୍ଜା : ରାସ୍ତା ଖରାପ ଯୋଗୁଁ ରୋଗୀ ଆଣିନପାରି ଫେରିଲା ଆମ୍ବୁଲାନସ

ବୌଦ୍ଧ,୧୧/୮ - କଣ୍ଟାମାଳ ବ୍ଲକ୍‌ ବରଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଉତ୍ତୁର୍ଲା ଗ୍ରାମର ଜଣେ ରୋଗୀଙ୍କୁ କଣ୍ଟାମାଳ ଡାକ୍ତରଖାନାକୁ ଆଣିବା ପାଇଁ ୧୦୮ ଆମ୍ବୁଲାନସ୍‌ ଡକାଯାଇଥିଲା । ରୋଗୀଙ୍କୁ ଆଣିବା ପାଇଁ ଆମ୍ବୁଲାନସ୍‌ ସାଙ୍ଗେସାଙ୍ଗେ ବାହାରିଥିଲା କିନ୍ତୁ ପହଁଚି ପାରିଲା ନାହିଁ ରୋଗୀଙ୍କ
Read More...

ବିଶୋଧନ ହେଉନି ସ୍କୁଲ, ଚିନ୍ତାରେ ଶିକ୍ଷକ ଓ ଅଭିଭାବକ

ଜହ୍ନାପଙ୍କ,୧୧/୮ – ଗତ ମେ ମାସରେ ବୌଦ୍ଧବ୍ଲକ ତେଲିବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଥିଲା । ଯାହାଫଳରେ ରାଜ୍ୟବାହାରୁ ଆସିଥିବା ପ୍ରବାସୀ ଶ୍ରମିକ ୨୧ଦିନ ଏଠାରେ ରହି ନିଜନିଜ ଘରକୁ ଫେରିଥିଲେ । ସେହି ପରିପ୍ରେକ୍ଷୀରେ ତେଲିବନ୍ଧ ଅସ୍ଥାୟୀ
Read More...

ଜନଦାବିରୁ ନୂଆଖାଇ ଦିନ ସଟଡାଉନ ବାତିଲ ହେଲା

ସମ୍ବଲପୁର:ଜନଦାବିକୁ ଆଖି ଆଗରେ ରଖି ଜିଲ୍ଲାପାଳ ଶୁଭମ ସକସେନା ଆଜି ତାଙ୍କର ପୂର୍ବ ଘୋଷଣା ରେ କିଛି ସ°ଶୋଧନପୂର୍ବକ ଆଗାମୀ ୧୫, ୨୨ ଓ ୨୩ ଅଗଷ୍ଟ ଦିନ ସଟଡାଉନ ବାତିଲ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏବର୍ଷ ଗଣେଶ ପୂଜା ପଡୁଛି ଶନିବାର ୨୨ ଅଗଷ୍ଟ ଦିନ ଓ ତହିଁ ଆରଦିନ ରବିବାର ରେ
Read More...

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ : କରୋନା ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ଗୁରୁତର ରହିଛି । ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଛି । ୮୪-ବର୍ଷୀୟ ପ୍ରଣବ
Read More...

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପିତାଙ୍କ ସମ୍ପତ୍ତିରେ ଝିଅର ସମାନ ଅଧିକାର ରହିଛି

ନୂଆଦିଲ୍ଲୀ : ପିତାଙ୍କ ସମ୍ପତ୍ତି ଉପରେ ଝିଅର ଅଧିକାର ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ପୁଅମାନଙ୍କ ଭଳି ଝିଅକୁ ମଧ୍ୟ ପିତାଙ୍କ ସମ୍ପତ୍ତିରୁ ସମାନ ଭାଗ ମିଳିବ । କାରଣ ଆଇନ୍‌ ଅନୁଯାୟୀ ପିତାଙ୍କ ସମ୍ପତ୍ତିରେ ଝିଅର
Read More...

ଦେଶରେ ୪୫ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୮୭୧ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୪୫ ହଜାର ୨୫୭ରେ ପହଞ୍ଚିଛି । ସେହିପରି, ଦିନକରେ ଆଉ ୫୩ ହଜାର ୬୦୧ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ
Read More...

ବିଶ୍ୱର ପ୍ରଥମ କରୋନା ଟିକା ନେଲେ ପୁଟିନ୍‌ଙ୍କ ଝିଅ

ମସ୍କୋ: କରୋନା ସଂକ୍ରମଣର ମୁକାବିଲା ପାଇଁ ଟିକା ପ୍ରସ୍ତୁତି କ୍ଷେତ୍ରରେ ଋଷିଆ ଇତିହାସ ରଚିଛି । ଋଷିଆ ବିଶ୍ୱର ପ୍ରଥମ ଟିକା ପ୍ରସ୍ତୁତ କରିବା ସହ ଏହାର ପଞ୍ଜିକରଣ କରିଛି । କେବଳ ସେତିକି ନୁହେଁ, ଏହି ଟିକାକୁ ମଣିଷ ଦେହରେ ପ୍ରୟୋଗ କରାଯାଇଛି । ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌
Read More...

ଅଟୋ ମାଲିକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

ଖୋର୍ଦ୍ଧା: ମହାମାରୀ କରୋନା ପ୍ରଭାବରେ ଜୀବିକା ହରାଇଛନ୍ତି ଅଟୋ ମାଲିକ ମାନେ । ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ସମୟ ରାସ୍ତାରେ ଗଡ଼ୁନି ଅଟୋ ଯାହା ଫଳରେ ପରିବାର ଭରଣ ପୋଷଣ କରିବା ଏବେ ସେମାନଙ୍କ ପାଇଁ କାଠିକରପାଠ ହେଲାଣି । ସେହିପରି ଅଟୋ ପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣିଥିବା ମାଲିକମାନେ
Read More...

ରାଜ୍ୟ ସରକାର ୮୪ଟି ୧୦୮ ନୂଆ ଆମ୍ବୁଲାନ୍ସ କିଣିବେ

ଭୁବନେଶ୍ୱର : ରାଜ୍ୟ ସରକାର ଖୁବଶୀଘ୍ର ୮୪ଟି ୧୦୮ ନୂଆ ଆମ୍ବୁଲାନ୍ସ କିଣିବେ । ଚିକିତ୍ସା ସୁବିଧାକୁ ଜନସାଧାରଣଙ୍କ ହାତପାହାନ୍ତାରେ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ୫୨୦ଟି ୧୦୮ ଆମ୍ବୁଲାନ୍ସ ଗଡୁଛି । ଏହା ସତ୍ତ୍ୱେ ବିଭିନ୍ନ ସମୟରେ
Read More...