ବିଧାୟକ ସୌମ୍ୟରଂଜନଙ୍କୁ କରୋନା

ଭୁବନେଶ୍ୱର : ଖଣ୍ଡପଡା ବିଧାୟକ ତଥା ବିଶିଷ୍ଟ ସାମ୍ବାଦିକ, ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ କରୋନା ହୋଇଥିବା ଜଣାପଡିଛି । ବିଧାୟକ ଶ୍ରୀ ପଟ୍ଟନାୟକ ନିଜେ ଟ୍ୱିଟ୍ କରି ଏହା ସୂଚନା ଦେଇଛନ୍ତି । ସେ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଗତ ସପ୍ତାହରେ ମୋ ସଂସ୍ପର୍ଶରେ
Read More...

କରୋନା କଟକଣା ମଧ୍ୟରେ କ.ନୂଆଗାଁରେ ଘରେ ଘରେ ପାଳିତ ହେଉଛି ଜନ୍ମାଷ୍ଟମୀ

କ.ନୂଆଗାଁ : ଆଜି ମଧ୍ୟରାତ୍ରରେ ଜନ୍ମ ନେବେ ଶ୍ରୀକୃଷ୍ଣ ।କ.ନୂଆଗାଁ-"ଯଦା ଯଦା ହି ଧର୍ମସ୍ୟ………ସମ୍ଭବାମି ଯୁଗେ ଯୁଗେ' ଏଣୁ ତ୍ରେତୟା ଯୁଗରେ ରାବଣକୁ ବିନାଶ କରିବା ପାଇଁ ଶ୍ରୀରାମଚନ୍ଦ୍ର ରୂପରେ ଏବଂ ଦ୍ୱାପର ଯୁଗରେ କଂସାସୁରକୁ ନିଧନ କରିବା ପାଇଁ ଲୀଳାମୟ ଶ୍ରୀକୃଷ୍ଣ ରୂପରେ ଅବତାର ନେଇ
Read More...

ବଲାଙ୍ଗୀର ଜିଲ୍ଲାରୁ ପୁଣି ୨୭ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଆଜି ୨୭ ଚିହ୍ନଟ ସହ ମୋଟ ୭୨୩ ସଂକ୍ରମିତ ହୋଇଛନ୍ତି । ତେବେ ୨୯୮ ସକ୍ରୀୟ ଥିବାବେଳେ ୪୨୫ ଘରକୁ ସାରିଲେଣି । ୨୭ମଧ୍ୟରେ ୧୩ ମହିଳା ଅଛନ୍ତି । ପୁଇଁତଲା ଓ ଗୁଡଭେଲା ବ୍ଳକରୁ ଜଣେ ଲେଖାଏଁ ଥିବାବେଳେ ବାକି ସମସ୍ତ ବଲାଙ୍ଗୀର ମ୍ୟୁନସିପାଲିଟିର ବିଭିନ୍ନ ପଡାରୁ
Read More...

ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ

କଣ୍ଟାବାଞ୍ଜି:ବଙ୍ଗମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧକେଲା ସ୍ଥିତ ସାହୁ ଭବନ ରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ଟିଟଲାଗଡ ବିଧାୟକ ଶ୍ରୀମତୀ ଟୁକୁନି ସାହୁ, କଣ୍ଟାବାଞ୍ଜି ପୂବତନ ବିଧାୟକ ଆୟୁବ ଖାଁ, ବିଜେଡି
Read More...

କରୋନା ଆକ୍ରାନ୍ତ ମନଦୀପ ସିଂ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁର: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଭାରତୀୟ ହକି ଟିମ୍‌ର ଫରୱାଡର଼୍ ଖେଳାଳି ମନଦୀପ ସିଂଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ରକ୍ତ ଅମ୍ଳଜାନ ସ୍ତର ହ୍ରାସ ପାଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ତେବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି
Read More...

ସିପିଏଲ୍‌କୁ ନେଇ ଖେଳାଳି ଉତ୍କଣ୍ଠିତ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବ୍ୟାପିବା ଦିନଠାରୁ ଟି-୨୦ ଲିଗ୍‌ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିନାହିଁ । ପ୍ରଥମ ଥର ପାଇଁ ଏକ ପ୍ରମୁଖ ଟି-୨୦ ମ୍ୟାଚ୍‌ ଭାବେ ସିପିଏଲ୍‌ ଏହି ସୌଭାଗ୍ୟ ହାସଲ କରିବାକୁ ଯାଉଛି । ଚଳିତ ମାସ ୧୮ ତାରିଖରୁ ସିପିଏଲ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହା
Read More...

ଆଇସିସିରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତି

ମୁମ୍ବାଇ: ଆଇସିସିର ନୂଆ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିର ସମ୍ମୁଖୀନ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ବର୍ତ୍ତମାନର ସମୟରେ ନିର୍ବାଚନ କିଭଳି ପଦ୍ଧତିରେ ହେବା ଉଚିତ. ତାହାକୁ ନେଇ ଆଇସିସିରେ ମତଭେଦ ଦେଖାଦେଇଛି । ଗୋଟିଏ ପଟେ
Read More...

ଦୁଇ ଶିଶୁ ସହିତ ଆଜି ୨୬ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜିକାର ପ୍ରଶାସନିକ ଘୋଷଣା ଅନୁସାରେ ଆଜି ଦୁଇ ଶିଶୁ ବାଳିକା ( ୪ ଓ ୮ ବର୍ଷ) ସହିତ ୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଗତକାଲିର ସ୍ଥିତି ଦର୍ଶାଉଛି ଓ ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗୃହ ସଙ୍ଗରୋଧ ରେ ରଖାଯାଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲା ରେ ମୋଟ
Read More...

ସ୍ୱାଧୀନତା ଦିବସ ପାଳନ ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

ବୌଦ୍ଧ : ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳନ ହେବାକୁ ଥିବା ସ୍ୱାଧୀନତା ଦିବସ ପାଇଁ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି । ସମସ୍ତ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ପଂଚାୟତ ସ୍ତରରେ ସର୍ବାଧିକ ୫୦
Read More...

ବୌଦ୍ଧ ଟ୍ରେଜେରୀ : ଜଗୁଆଳିଙ୍କ ପାଇଁ ନାହିଁ ସର୍ବନିମ୍ନ ସୁବିଧା !

ବୌଦ୍ଧ,୧୧/୮ - ବୌଦ୍ଧ ଜିଲ୍ଲା ହେବା ପରେ ବୌଦ୍ଧ ଉପଖଣ୍ଡ ଟ୍ରେଜେରୀ ଜିଲ୍ଲା ଟ୍ରେଜେରୀ ବା ଜିଲ୍ଲା କୋଷାଗାରର ମାନ୍ୟତା ପାଇଲା । ପୁରୁଣା କଚେରୀ କୋଠାରେ ଚାଲୁଥିବା କାର୍ଯ୍ୟାଳୟକୁ ୨୫ ବର୍ଷ ତଳେ ନିର୍ମିତ ବର୍ତ୍ତମାନର ସ୍ଥାନକୁ କାର୍ଯ୍ୟାଳୟ ଉଠାଇଥିଲେ । ପାରମ୍ପରିକ ଭାବରେ ସଶସ୍ତ୍ର
Read More...