୪୧ ଯୁଗ୍ମ ସଂପାଦକ ଓ ୪୫ ସଂପାଦକଙ୍କୁ ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ୱର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ଦଳର ୪୧ଜଣଙ୍କୁ ଯୁଗ୍ମ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ସହିତ କିଏ କେଉଁ ବିଭାଗରେ ଦାୟିତ୍ୱ ନେବେ ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି । ସେହିପରି ୪୫ଜଣଙ୍କୁ ଦଳର ସଂପାଦକ ଭାବେ ନବୀନ ନିଯୁକ୍ତି
Read More...

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କୁ କରୋନା

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ଜେନା ନିଜେ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି ଯେ, କୋଭିଡ-୧୯ର ଲକ୍ଷଣ ଦେଖାଯିବା ପରେ ସେ କରୋନା ପରୀକ୍ଷା କରାଇଥିଲେ । ତାଙ୍କର ପଜିଟିଭ ଆସିଛି । ତେଣୁ ସେ ହୋମ କ୍ୱାରେଣ୍ଟାଇନରେ
Read More...

ଗଣେଶ ପୂଜା ନିଷ୍ପତ୍ତି ପ୍ରଶାସନ ଉପରେ ଛାଡିଲେ ହାଇକୋର୍ଟ

କଟକ : ଗଣେଶ ପୂଜା ନେଇ ମାନ୍ୟବର ହାଇକୋର୍ଟ ଆଜି ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତିକୁ ନିର୍ଣ୍ଣାୟ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଗଣେଶ ପୂଜା ହେବ କି ନା ସ୍ଥାନୀୟ ପ୍ରଶାସନ ଅନୁକୂଳ ପରିସ୍ଥିତିକୁ ଲକ୍ଷ୍ୟ ରଖି ନିଷ୍ପତ୍ତି ନେବେ । କଟକ ବୁଢା ଗଣେଶ ପୂଜା ମଣ୍ଡପ
Read More...

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜନିତ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି ଲଘୁଚାପ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । ଗତ ୨୪ ଘଣ୍ଟାରେ ରାଜ୍ୟରେ
Read More...

ମଇଦାନକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମ୍ବାଇ : ନିକଟରେ ବାପା ହୋଇଥିବା ହାର୍‌ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍‌ରୁ ଲମ୍ବା ବିରତି ପରେ ପଡିଆକୁ ଫେରିଛନ୍ତି । ପାଣ୍ଡ୍ୟା ନିଜର ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ଟି -୨୦ ଲିଗ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଚଳିତ
Read More...

ନିଜ କ୍ୟାରିଅରର ପ୍ରଥମ କାର୍‌ ପୁଣି ପାଇବାକୁ ଚାହୁଁଛନ୍ତି ମାଷ୍ଟର ବ୍ଲାଷ୍ଟର

ମୁମ୍ବାଇ : ଭାରତର ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର ନିଜ ଦକ୍ଷତା ବଳରେ କ୍ୟାରିଅରରେ ବଡ ସଫଳତା ହାସଲ କରିଛନ୍ତି । ସେ ଭାରତର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି । ସଚିନଙ୍କ ପାଖରେ ଅନେକ ଲଜ୍ଜରି ଗାଡି ଅଛି । ସଚିନଙ୍କ ଫରାରି ବହୁତ ଦିନ ଯାଏଁ ଚର୍ଚ୍ଚାରେ ଥିଲା ।
Read More...

ଗଜପତିରେ ପୁଣି ୫୩ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୫୩ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀ ବ୍ଳକରୁ ୪ ଜଣ, ଗୁମ୍ମା ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୧୫ ଜଣ, ନୂଆଗଡ଼ ବ୍ଳକରୁ ୫ଜଣ, ରାୟଗଡ ବ୍ଳକରୁ ୧୨ ଜଣ, ମୋହନା ବ୍ଳକରୁ ୧୧ ଜଣ, କାଶୀନଗର
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ଗୁରୁତର

ବୌଦ୍ଧ / ବାଉଁଶୁଣି - ଆଜି ଅପରାହ୍ନ ପ୍ରାୟ ଘ.୧. ୩୦ ମିନିଟ ସମୟରେ ଗୁଦୁଗୁଦା ପାଟଳୀପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ବୁଢୀକଣ ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୀରମହାରାଜପୁର ଉପଖଣ୍ଡ
Read More...

ଯୁବ ବିଜୁବାହିନୀଙ୍କୁ କ୍ରିକେଟଖେଳ ସାମଗ୍ରୀ ପ୍ରଦାନ

ଖପ୍ରାଖୋଲ,୨୦/୮- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଯୁବ ବିଜୁବାହିନୀଙ୍କୁ କ୍ରିକେଟ ଖେଳ ସାମଗ୍ରୀ ପ୍ରଦାନ କରାଯାଇଛି । ବ୍ଳକ ସଭା ଗୃହରେ ବିଡ଼ିଓ ତରଣି ସୁନା ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ଯୁବ ବାହିନୀକୁ କ୍ରିକେଟ ଖେଳ
Read More...

ନଳକୂପର ପୁନଃଉଦ୍ଧାର ଦାବି

ବୌଦ୍ଧ,୨୦/୮ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ଗ୍ରାମ ପଂଚାୟତର ଦେଉଳି ଗ୍ରାମରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ପାର୍ଶ୍ୱରେ ଥିବା ନଳକୂପ ଗଛ ଲତା ମଧ୍ୟରେ ପରିବେଷ୍ଟିତ ହୋଇରହିଥିବାରୁ ତାକୁ ପୁନଃଉଦ୍ଧାର କରାଯିବାକୁ ଜନସାଧାରଣରେ ଦାବୀ ହେଉଛି । ଦୀର୍ଘ ୫/୬ ବର୍ଷ ଧରି ଏଭଳି
Read More...