ଜିଲ୍ଲା ଯୁବ କଂଗ୍ରେସର ସଭାପତି ମନୋନୀତ

ବୌଦ୍ଧ,୧୯/୮- ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ମହେଶ୍ୱର ପ୍ରଧାନ ମନୋନୀତ ହୋଇଛନ୍ତି | ଅଖିଳ ଭାରତ ଯୁବ କଂଗ୍ରେସର ସଭାପତିଙ୍କ ଅନୁମୋଦନ କ୍ରମେ ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଏ ଘୋଷଣା କରିଛନ୍ତି | ପୂର୍ବରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ପାରଳାଖେମୁଣ୍ଡି ଫଟୋ ଗ୍ରାଫର୍ ସଙ୍ଘ ପକ୍ଷରୁ ୧୮୨ ତମ ବିଶ୍ୱ ଫଟୋ ଗ୍ରାଫି ଦିବସ ପାଳିତ ହୋଇ ଯାଇଛି । କୋଭିଡ-୧୯ ଗାଇଡ଼ ଲାଇନ ଅନୁଯାୟୀ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି କାର୍ଯ୍ୟକ୍ରମ ପାଳନ କରାଯାଇ ଥିଲା
Read More...

ନୂଆଖାଇରେ କ୍ଷୁଦ୍ର ସମ୍ବଲପୁରୀ ଚଳଚ୍ଚିତ୍ର ଧର୍ମୁ ଗଉନ୍ତିଆ

ବୌଦ୍ଧ,୧୯/୮ -ନୂଆଖାଇକୁ ନେଇ ବୌଦ୍ଧ ଜିଲ୍ଲାରେ ସମ୍ବଲପୁରୀ ଭାଷାରେ ତିଆରି ହୋଇଛି ଏକ କ୍ଷୁଦ୍ର ସମ୍ବଲପୁରୀ ଚଳଚ୍ଚିତ୍ର ଧର୍ମୁ ଗଉନ୍ତିଆ। କରୋନା ମହାମାରୀରେ ଜୀବିକା ହରେଇଥିବା ଗରିବ ଲୋକଙ୍କ ଅସୁବିଧା ଓ ଏଭଳି ଘଡ଼ି ସନ୍ଧି ମୁହୁର୍ତ୍ତରେ ଅଭାବ ଅସୁବିଧା କଟକଣା ମଧ୍ୟରେ ନିଜର ପରମ୍ପରା ଓ
Read More...

ଗଜପତିରେ ପୁଣି ୩୬ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୩୬ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀ ବ୍ଳକରୁ ୭ ଜଣ, ଗୁମ୍ମା ବ୍ଳକରୁ ୪ ଜଣ, ପାରଳା ପୌର ପରିଷଦରୁ ଜଣେ, ନୂଆଗଡ଼ ବ୍ଳକରୁ ୮ ଜଣ,ରାୟଗଡ ବ୍ଳକରୁ ୨ ଜଣ,ମୋହନା ବ୍ଳକ ରୁ ୮ ଜଣ, କାଶୀନଗର
Read More...

ପ୍ରକାଶ ପାଇଲା ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ: ପାସହାର ୭୪.୯୫ ପ୍ରତିଶତ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରିଷଦର କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କରିଛନ୍ତି । ଚଳିତ ବର୍ଷ ସାମଗ୍ରିକ ଭାବେ ୭୪.୯୫ ପ୍ରତିଶତ
Read More...

୨୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଲଘୁଚାପର ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ଆସନ୍ତା ୪୮ ଘଣ୍ଟା ବର୍ଷାର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଦାନ
Read More...

ଏଆର୍‍ଆଇଆଇଏ ର୍ୟାଙ୍କିଂ ୨୦୨୦: ଦେଶରେ ପ୍ରଥମ ସ୍ଥାନରେ କିଟ୍‍

ଭୁବନେଶ୍ୱର: ସୃଜନ କ୍ଷେତ୍ରରେ କିଟ୍‍କୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ର୍ୟାଙ୍କିଂ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ସ ଅନ୍‍ ଇନୋଭେସେନ୍‍ ଆଚିଭ୍‍ମେଣ୍ଟ୍‍ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ
Read More...

ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା : ସଚିନ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା । ସେ ଖେଳକୁ ଠିକରେ ପଢିପାରୁ ଥିଲେ ବୋଲି କହିଛନ୍ତି ମହାନ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍‌ ସଚିନ ତେନ୍ଦୁଲକର । ଧୋନୀ ଗତ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା
Read More...

ଖେଳରତ୍ନ କଠିନ ପରିଶ୍ରମର ସ୍ୱୀକୃତି: ମାରିଆପ୍ପାନ୍‌

ଚେନ୍ନାଇ : ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଯେଉଁ କେତେଜଣଙ୍କ ନାମ ସୁପାରିଶ କରାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ମାରିଆପ୍ପନା ଥାଙ୍ଗାଭେଲୁ । ନାମ ସୁପାରିଶ କରାଯାଇଥିବା ଖବର ପାଇବା ପରେ ମାରିଆପ୍ପାନ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଠିନ ପରିଶ୍ରମ ଓ ନିଷ୍ଠା
Read More...

ସମ୍ବଲପୁରରେ ଆଜି ୬୬ ଜଣ ନୂଆ ପଜିଟିଭ ଚିହ୍ନଟ: ଦିନକରେ ତିନୋଟି ମୃତ୍ୟୁରୁ ହଇଚଇ

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଅନୁସାରେ ଗତକାଲି ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୦୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮ଜଣ ମୃତ ଓ ୧୦୧୦
Read More...