ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ପ୍ରିୟ ଆରତୀ ଦିଦି ଆଉ ନାହାନ୍ତି
ବୌଦ୍ଧ,୧୯/୮ - ବୌଦ୍ଧ ଜିଲ୍ଲା ଶିକ୍ଷା ଜଗତରେ ସର୍ବ ପରିଚିତ ଓ ଛାତ୍ର ଛାତ୍ରୀ ତଥା ସହକର୍ମୀ ମାନଙ୍କ ଅତି ପ୍ରିୟ ଆରତୀ ଦିଦି ଆଉ ନାହାନ୍ତି । ଅବସରପ୍ରାପ୍ତ କୃତ୍ତି ଶିକ୍ଷୟତ୍ରୀ ତଥା ବୌଦ୍ଧଶିକ୍ଷା ଜିଲ୍ଲାର ପୂର୍ବତନ ଡି. ଆଇ. ଆରତୀ ସାହୁଙ୍କ ଆଜି ଭୋର ୪. ୩୦ ମିନିଟ ସମୟରେ ଭୁବନେଶ୍ୱର!-->…
Read More...
Read More...