ନାରାୟଣନଗର ଗ୍ରାମରୁ ଆଜି ପୁଣି ୪୯ ପଜିଟିଭ ଚିହ୍ନଟ
ବୌଦ୍ଧ,୧୭/୮ - ଆଜି ବୌଦ୍ଧଜିଲ୍ଲାରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଆଜିର ସମସ୍ତ ପଜିଟିଭ ବୌଦ୍ଧବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ସିଡିଏମଓ!-->…
Read More...
Read More...