ସମ୍ବଲପୁର ଜିଲ୍ଲାରେ ପୁଣି ୧୪ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ସଦ୍ୟତମ ସ୍ଥିତି ଅନୁସାରେ ବର୍ତ୍ତମାନ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୦୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ତଥା ଏମାନଙ୍କ ମଧ୍ୟରେ ୨ ଜଣଙ୍କ!-->…
Read More...
Read More...