ଦୁର୍ଗମ ଅଞ୍ଚଳରେ ଅନଲାଇନ ପଢା ଫେଲ୍: ଗାଈ ଚରାଇଲେଣି ପିଲା, ନାହିଁ ନେଟୱାର୍କ ସୁବିଧା
ହରଭଙ୍ଗା: ମହାମାରୀ କରୋନା ପାଇଁ ଦୀର୍ଘ ୭ମାସ ହେଲାଣି ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିଛି । କେବେ ଖୋଲିବ ତାହା ବି ନିଶ୍ଚିତ ହୋଇନି । କିନ୍ତୁ ଅନଲାଇନରେ ପାଠପଢା ଜାରି ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଭାଗ୍ୟର କଥା ଯେ ସରକାରଙ୍କ ଅନଲାଇନ ପାଠପଢା!-->…
Read More...
Read More...