ବୌଦ୍ଧ: ସତର୍କ ସୂଚନା ତଳେ ପ୍ରବାହିତ ହେଉଛି ମହାନଦୀ
ବୌଦ୍ଧ,୨୭/୮ – ବୁଧବାର ସନ୍ଧ୍ୟାସୁଦ୍ଧା ଚାଲିଥିବା ଲଗାଣ ବର୍ଷାରେ ମହାନଦୀର ଜଳସ୍ତର ବ୍ରୁଦ୍ଧି ପାଉଥିବାରୁ ତଳିଆ ଅଂଚଳବାସୀଙ୍କ ମନରେ ଭୟ ସଞ୍ଚାର ହୋଇଛି । ବୌଦ୍ଧ ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମହାନଦୀର ଜଳସ୍ତର ସତର୍କ ସୂଚନା ତଳେ ରହିଛି । ବୌଦ୍ଧ ଜଳସେଚନ!-->…
Read More...
Read More...