ଲଗାଣ ବର୍ଷାରେ ଭାଙ୍ଗିଲା କଲେଜ ପାଚେରୀ ସହ ଅନେକ କଚ୍ଚାଘର, ଲୋକେ ହେଲେ ବାସହରା
ହରଭଙ୍ଗା : ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେବାସହ ବର୍ଷା ଯୋଗୁ ବ୍ୟାପକ କ୍ଷତି ହୋଇଛି । ଲଗାଣ ବର୍ଷାରେ ହରଭଙ୍ଗା ପଞ୍ଚାୟତ କଲେଜର ପାଚେରୀ ଭାଙ୍ଗି ଯାଇଛି । ସେହିପର ହରଭଙ୍ଗା ପଞ୍ଚାୟତର ଭିମ ଦନାୟକ, ବନ ଦନାୟକ, ରବି ବାଘ, ନାରାୟଣ!-->…
Read More...
Read More...