ଟ୍ରକ୍‌ ଚାପାରେ ବାପା ଓ ସାନ ପୁଅ ମୃତ, ବଡ଼ ପୁଅ ଗୁରୁତର

ବୌଦ୍ଧ,୨୮/୮ - ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସିଙ୍ଗାରୀଢାବା ନିକଟରେ ଟ୍ରକ୍‌ ଧକ୍କାରେ ବାଇକ ଚାଳକ ଓ ତାଙ୍କର ସାନ ପୁଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ବଡ଼ ପୁଅ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୨ ଘଣ୍ଟା
Read More...

ବୌଦ୍ଧ : ଆଜି ପୁଣି ନୂତନ ୧୪ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୮/୮ - ଆଜି ବୌଦ୍ଧ ଜିଲ୍ଲାରେ ନୂତନ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ବୌଦ୍ଧଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ୧୪ ପଜିଟିଭ ମଧ୍ୟରୁ କୁଶଙ୍ଗ ଗ୍ରାମର ଜଣେ, ଶିଆଳଝୁଲି ଗ୍ରାମର ଜଣେ, ବଲାସିଙ୍ଗାରୁ ୩
Read More...

ପୁଣି ରାଜ୍ୟରେ ୩୬୮୨ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୩୬୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୬୬୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଉଛୁଳୁଛି ମହାନଦୀ, ସତର୍କ ସୂଚନା ଜାରି କଲା ପ୍ରଶାସନ

ବୌଦ୍ଧ - ଚଳିତ ବର୍ଷାରୁତୁରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ତଥା ହୀରାକୂଦ ଜଳ ଭଣ୍ଡାରରରୁ ଜଳ ଛଡାଯିବା ଯୋଗୁଁ ମହାନଦୀର ଜଳସ୍ତର ତଥା ସ୍ରୋତର ବେଗ ବୃଦ୍ଧି ପାଇବାରେ ଲାଗିଛି I ଏହି ସମୟ ମଧ୍ୟରେ ନଦୀରେ ଯାତାୟତ କରିବା ବିପଦଜନକ ଅଟେ I ଏଣୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧଗଡ ତଥା ବୌଦ୍ଧ
Read More...

୧୦ କରୋନା ପଜିଟିଭ ଚିହ୍ନଟ ପରେ ପଲସାଗୋରା ସଟ୍‌ଡାଉନ୍‌

ବୌଦ୍ଧ, ୨୮/୮ - କଣ୍ଟାମାଳ ବ୍ଲକ୍‌ ପଲସାଗୋରା ଗ୍ରାମ ପଂଚାୟତର ବଘିଆବାହାଲ୍‌ ଗ୍ରାମରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ପାଇବା ପରେ ପଲସାଗୋରା ସରପଞ୍ଚ ସମୀର ମାଝୀ ବଘିଆବାହାଲ୍‌ ଓ ପଲସାଗୋରା ଗ୍ରାମକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଆଜି ସକାଳ ଘ. ୯. ୩୦ ମିନିଟ ସମୟରୁ ତା
Read More...

୪ କରୋନା ପଜିଟିଭ ପରେ ଘଣ୍ଟାପଡା ୩ ଦିନ ସଟଡାଉନ୍‌

ବୌଦ୍ଧ,୨୮/୮ - ଗତକାଲି ଘଣ୍ଟାପଡା ଗ୍ରାମରୁ ୪ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ପ୍ରଶାସନର ସୂଚନା ପରେ ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ ଘଣ୍ଟାପଡା ଗ୍ରାମକୁ ୩ ଦିନ ପାଇଁ ସର୍ଟ ଡାଉନ୍‌ କରିଥିବା ଜଣାପଡିଛି । ଆଜି ସକାଳ ୭ ଘଣ୍ଟା ଠାରୁ ଆସନ୍ତା ୩୧. ୮.
Read More...

ଶିକ୍ଷାବିତ ବାଳକୃଷ୍ଣ ତ୍ରିପାଠୀଙ୍କ ପରଲୋକ

ବୌଦ୍ଧ /ବlଉଁଶୁଣୀ,୨୭/୮- ବୌଦ୍ଧ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତଥା ବlଉଁଶୁଣି ଅଂଚଳର ପ୍ରିୟ ଶିକ୍ଷକ ଓ ଶିକ୍ଷା ସଂଗଠକ ବାଳକୃଷ୍ଣ ତ୍ରିପାଠୀଙ୍କ ଆଜି ଅପରାନ୍ହ 1 ଘଣ୍ଟା ସମୟରେ ପରଲୋକ ହୋଇ ଯାଇଛି l ବର୍ତ୍ତମାନର ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଗୋଛାପଡା ଗ୍ରାମ ପଂଚାୟତର ଥପାପାଲି ଗ୍ରାମରେ
Read More...

କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଓଡିଶାରେ ପ୍ଲାଜମା ଚିକିତ୍ସା ସଫଳ ଅଧିକରୁ ଅଧିକ ଲୋକସୁସ୍ଥ ହେଉଛନ୍ତି…

ଭୁବନେଶ୍ୱର,୨୭/୮- ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି । ଅଧିକରୁ ଅଧିକ କୋଭିଡ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ
Read More...

ସୋସିଆଲ ମିଡିଆରେ ଫଟୋ, ଭିଡିଓ ଭାଇରାଲ ପରେ ବାପାକୁ ପାଇଲା ପୁଅ

ବାଲିଗୁଡ଼ା:ସୋସିଆଲ ମିଡିଆ ଯୋଗୁଁ ହଜିଲା ବାପାଙ୍କୁ ୬ ମାସ ପରେ ଖୋଜି ପାଇଲେ ପୁଅ। ଏପରି ଘଟଣା ରାଇକିଆରେ ଦେଖିବାକୁ ମିଳିଛି। କିଛିମାସ ତଳେ ଜଣେ ମସ୍ତିକ ବିକୃତ ବ୍ୟକ୍ତି ବ୍ୟବହୃତ ପିପିଇ କିଟ୍ ପିନ୍ଧି ବୁଲୁଥିବାବେଳେ ଲୋକଲୋଚନକୁ ଆସିଥିଲେ। ଏହାପରେ କିଛି ସମାଜସେବୀ ତାଙ୍କୁ ନିଜ
Read More...

ଡି. ତିରୁପତି ରାଓଙ୍କ ଦାୟିତ୍ବ ଗ୍ରହଣ

ଫୁଲବାଣୀ,୨୭/୮- କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଏସଡ଼ିପିଓ ଭାବରେ ଡି. ତିରୁପତି ରାଓ ପଟ୍ଟନାୟକ ଯୋଗ ଦେଇଛନ୍ତି।ଏହା ପୂର୍ବରୁ ସେ ଫୁଲବାଣୀ ଜିଲ୍ଲା ପୋଲିସ ଅଫିସରେ ଡିଏସପି ଭାଵରେ କାର୍ଯ୍ୟରତ ଥିଲେ।ଘୁ. ଉଦୟଗିରି ଥାନାରେ କାର୍ଯ୍ୟ ରତ ଥିବା ଜୟ କୃଷ୍ଣ ବେହେରାଙ୍କ ପଦୋନ୍ନତି ହେବା ପରେ
Read More...