ସମ୍ବଲପୁରରେ ୧୧୩ ଜଣ ନୂଆ ପଜିଟିଭ ଚିହ୍ନଟ: ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୩ ହେଲା
ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୧୧୩ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି ଓ ଏହା ସହିତ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୫ ହଜାର ପାରହୋଇ ୫୦୬୩ ରେ ପହଞ୍ଚିଛି । ବିଗତ ପ୍ରାୟ ଦୁଇ ସପ୍ତାହ ହେଲା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଦୈନିକ ଶତାଧିକ ରହିଆସୁଛି, ଯାହାକି!-->…
Read More...
Read More...