ରାଓନିକ୍‌ଙ୍କୁ ହରାଇଲେ ଜୋକୋଭିକ୍‌

ନ୍ୟୁୟର୍କ : ୟୁଏସ୍‌ ଓପନ୍‌ ପୁରୁଷ ସିଙ୍ଗିଲ୍ସ ଟୁର୍ଣ୍ଣାମେଣ୍ଟରେ ଶୀର୍ଷ ର‍୍ୟାଙ୍କରେ ଥିବା ନୋଭାକ୍‌ ଜୋକୋଭିକ୍‌ ତାଙ୍କର ପ୍ରତିପକ୍ଷ କାନାଡ଼ାର ମିଲୋସ୍‌ ରାଓନିକ୍‌ଙ୍କୁ ପରାସ୍ତ କରିଛନ୍ତି । ଏଥିସହ ସେ ଏଟିପି ୱେଷ୍ଟର୍ଣ୍ଣ ଓ ସଦର୍ଣ୍ଣ ଓପନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ୩୩-ବର୍ଷୀୟ
Read More...

ସିଏସ୍‌କେରେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ମୁଣ୍ଡ ଟେକୁଛି

ଦୁବାଇ : ଏଥର ଆଇପିଏଲ୍‌ ସିଜିନ୍‌ରେ ଚେନ୍ନାଇ ସୁପରକିଙ୍ଗିସ୍‌ (ସିଏସ୍‌କେ) ଦଳ ପାଇଁ ସଙ୍କଟ ଦେଖାଦେଇଛି । ଦଳରେ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି । ପୂର୍ବରୁ ଏହାର ୧୨ଜଣ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ କରୋନା କାରଣରୁ ସୁରେଶ ରାଇନା ଓହରି ଆସିଲେ । ଏଥର
Read More...

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮ଫୁଟ ହେଲା: ସ୍ଥିତି ଗମ୍ଭୀର ଅବ୍ୟାହତ

ସମ୍ବଲପୁର : ଆଜି ମଧ୍ୟ ହୀରାକୁଦ ଜଳଭଣ୍ଡାରର ସ୍ଥିତି ସଙ୍କଟାପନ୍ନ ରହିଛି । ଏହାର ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟରୁ ମାତ୍ର ଦୁଇ ଫୁଟ ତଳେ ୬୨୮ ଫୁଟ ପହଞ୍ଚି ସାରିଛି ଆଉ ଏହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି,
Read More...

ବନ୍ୟାରେ ଉବୁଟୁବୁ ସୁବର୍ଣ୍ଣପୁର ଜିଲ୍ଲା:ଜଳବନ୍ଦୀ ରେ ଅନେକ ଗାଁ

ସୋନପୁର,୩୦/୮: କ୍ରମାଗତ ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟଦେଇ ବନ୍ୟାଜଳ ନିଷ୍କାସନ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ କୂଳରେ ଥିବା ଅନେକ ଗାଁ ପାଣିଘେରରେ ରହି ଅକଥନୀୟ ଦୁର୍‌ଦ୍ଦଶା ଭୋଗୁଛନ୍ତି । ବିଶେଷକରି ବିନିକା, ଉଲୁଣ୍ଡା, ବୀରମହାରାଜପୁର ବ୍ଲକର ବିଭିନ୍ନ
Read More...

ଗଜପତିରେ ଆଜି ୯ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୩୦/୮- ଗଜପତିରେ ଆଜି ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଗୁମ୍ମାବ୍ଳକରୁ ୩ ଜଣ, ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଲକରୁ ଜଣେ, ପାରଲା ପୌର ପରିଷଦରୁ ଜଣେ , ରାୟଗଡ
Read More...

ଗଜପତିରେ ପୁଣି ୯ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୁମ୍ମା ବ୍ଳକରୁ ୩ ଜଣ, ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଲକରୁ ଜଣେ, ପାରଲା ପୌର ପରିଷଦରୁ ଜଣେ ରାୟଗଡ ବ୍ଲକରୁ ୨ ଜଣ,
Read More...

ସମ୍ବଲପୁରରେ ଆଜି ୧୦୨ ଜଣ ପଜିଟିଭ ଚିହ୍ନଟ,ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯୫ ହେଲା

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪୫ ହୋଇଛି, ଏମାନଙ୍କ ମଧ୍ୟରୁ ୧୬୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୪
Read More...

ଦୁଇଟି ପୃଥକ ଦୁର୍ଘଟଣା, ଦୁଇ ବାଇକ ଆରୋହୀ ଗୁରୁତର

ବୌଦ୍ଧ,୩୦/୮ – ଗତକାଲି ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥ ନଂ ୫୭ର ଚାରିଛକସ୍ଥିତ ବିଦ୍ୟୁତ ବିଭାଗ ଅଫିସ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ବାଇକ ଆରୋହୀ ରତନପୁର ଗ୍ରାମର ସାନୁ ଅଦାବର (୩୫) ଗୁରୁତର ଆହତ
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବୌଦ୍ଧ,୩୦/୮– ବୌଦ୍ଧଜିଲ୍ଲା ହରଭଙ୍ଗା ଠାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବିଳମ୍ବରେ ପ୍ରାପ୍ତ ଅନୁଯାୟୀ ହରଭଙ୍ଗା ଥାନା ଛତ୍ରଙ୍ଗ ଗ୍ରାମର ରାଜ କିଶୋର ପ୍ରଧାନ (୩୫ବର୍ଷ) କୌଣସି କାମରେ ହରଭଙ୍ଗା ଯାଇ ରାତି ପ୍ରାୟ ୧୧ ଘଣ୍ଟା ସମୟରେ ନିଜ ଗ୍ରାମ ଛତ୍ରଙ୍ଗକୁ
Read More...

ଆସନ୍ତାକାଲି ସ୍ୱାୟତ୍ତ ଶାସନ ଦିବସ : ପାରଳା ପୌରପରିଷଦ କାର୍ଯ୍ୟାଳୟ ଆଲୋକ ଶଯ୍ୟାରେ ଝଲସି ଉଠୁଛି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ପାରଳା ପୌର ପରିଷଦ କାର୍ଯ୍ୟାଳୟଟି ଆଲୋକ ମାଳାରେ ସୁସଜ୍ଜିତ ହୋଇ ଝଲସି ଉଠୁଛି । ସତେ ଯେପରି ନବ ବଧୂ ସାଜିଲା ଭଳି ଦେଖା ଯାଉଛି । ସହରବାସୀ ସନ୍ଧ୍ୟା ହେଲେ କାର୍ଯ୍ୟାଳୟଟିକୁ ଦେଖିବା ପାଇଁ କିଛି ସମୟ ଅଟକି ଯାଇ
Read More...