କୋହଲିଙ୍କ ଟି-୨୦ ରେକଡର଼୍ର ସମକକ୍ଷ ହେଲେ ଆଜମ୍
ଓଲ୍ଡ ଟ୍ରାଫଡ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ପାକିସ୍ତାନକୁ ଶକ୍ତ ଝଟ୍କା ଲାଗିଛି ସତ; କିନ୍ତୁ ଏହାର ସ୍କିପର ବାବର ଆଜମ୍ଙ୍କୁ ବ୍ୟକ୍ତିଗତ ସଫଳତା ମିଳିଛି । ଏହି ମ୍ୟାଚ୍ରେ ସେ ଉତ୍କୃଷ୍ଟ ବ୍ୟାଟିଂ ପ୍ରଦର୍ଶନ କରି ବିରାଟ କୋହଲି ଓ ଆରନ୍ ଫିଞ୍ଚ୍ଙ୍କ ଟି-୨୦ ରେକଡର଼୍ର!-->…
Read More...
Read More...