ଗଜପତିରେ ପୁଣି ୩୧ଜଣ କରୋନା ପଜିଟିଭ ଚିହ୍ନଟ

0 60

ପାରଳାଖେମୁଣ୍ଡି,୨୮/୯(ହୀ.ପ୍ର)- ଗଜପତିରେ ଆଜି ପୁଣି ୩୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୩ ଜଣ, ଗୁମ୍ମା ବ୍ଳକରୁ ୧୨ ଜଣ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୫ଜଣ, ନୂଆଗଡ଼ ବ୍ଲକରୁ ୮ ଜଣ, ଆର ଉଦୟ ଗିରି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ହୋମ ଆଇସୋଲେସନରେ ରହିଥିବାବେଳେ ଆଉକିଛି କୋଭିଡି କ୍ୟାୟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × 1 =